Odisha news

ଅଜଣା ରୋଗରେ ଆକ୍ରାନ୍ତ ଏକର ଏକର ବିନ୍ସ ପରିବା : ଚିନ୍ତାରେ ଚାଷୀ , ଚାଷୀଙ୍କ ଦୁଃଖ ଦୂର କରିବାକୁ ସମୟ ନାହିଁ କୃଷିଆଧିକାରୀ ଙ୍କ ପାଖରେ

0

ପୋଲସରା,(ରଞ୍ଜୟ ପାଣିଗ୍ରାହୀ) ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମରେ କୁସି  ଉପରେ ନିର୍ଭର କରି ନିଜର ପରିବାର ଚଳ।ଇଥାନ୍ତି।କିନ୍ତୁ ବର୍ତ୍ତମାନ ସମସ୍ତ ଚାଷୀ ହାତୀଓଟ ର କାଉକୋଇଲି ପଦର ମାଳ ରେ ଚାଷୀ ଚାଷ କରି ଥିବା ଏକ ର ଏକ ରବିନିସି ପରିବା ଗଛ ଅଜଣା ରୋଗରେ ଗଛର ଫଳ ପୋଡି ବା ସହ ପତ୍ର ମାନ ପୋଡି ଝାଉଁଳି ଜାଉଛି ,ଯାହାଫଳରେ ଚାଷୀ ଙ୍କ ଆଦାୟ କମିବାଲାଗିବାସହ ଏ ନେଇ ଚିନ୍ତା ରେ ଚାଷୀ।କିନ୍ତୁ ଏ ନେଇ ଚାଷୀ ମାନେ ବହୁବାର ବ୍ଲକ ର କୃଷିଅଧିକାରୀ ଙ୍କ ପାଖକୁ ଯାଇ ଅସୁବିଧା କଥା କହିଥିଲେ ମଧ୍ୟ  ଶୁଣିବାତ ଦୁରରକଥା ଚାଷୀ ଙ୍କୁ ପ୍ରତିକାର ପାଇଁ କୀଟନାଶକ ପିଡ଼ିଆ ଦେଇନଥିବା ଅଭିଯୋଗକାରୀ ଚାଷୀମାନେ ଅଭିଯୋଗ ବାଢିଛନ୍ତି ।ଚାଷୀ ଆହୁରି ବି ଅଭିଯୋଗ କରିଛନ୍ତି କି ସେମାନଙ୍କୁ କେବେବି କୁସି ଅଧିକାରୀ  ଆଜିସୁଧା ସରକାରଙ୍କ ପକ୍ଷରୁ ଦୀଆ ଯାଉଥିବା  ବିହନ ମଞ୍ଜି ,ସାର ,କୀଟନାଶକ ଇତ୍ୟାଦି ମିଳୁନଥିବା କହିବା ସହ ଖୋଲା ବଜାରରୁ ଆଣି ଚାଷ ଜମିରେ ନିର୍ମିତ ଫସଲ ପକାଇ ଅମଳ କରିଥାନ୍ତି ।

କିନ୍ତୁ ଆଜି ସୁଦ୍ଧା ଅଜଣା ରୋଗ ବିନିସି ପରିବାର ଲାଗିରହିଥିବା ଯୋଗୁଁ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।ତେଣୁ ବ୍ଲକ ପ୍ରଶାସନ ତରଫରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ ରୋଗ ସୃଷ୍ଟି ହୋଇଥିବା ବିନିସି ଚାଷ କରିଥିବା କାଉକୋଇଲି ପଦର ର ଚାଷୀ ଙ୍କ ପାଖରେ ପଂହଁଚି କୀଟନାଶକ ଔଷଧ ପ୍ରଦାନ କରିଲେ ଚାଷୀମାନେ ବହୁତ ଖୁସି ହେବାସହ ବିନିସି ପରିବା ର କୀଟନାଶକ ରୁ ବଂଚିପାରିବେ ।ତାହା ସହ ଜିଲା ପ୍ରଶାସନ ବ୍ଲକ କୁସିଅଧିକାରୀ ଙ୍କ ଏପରି ଚାଷୀ  ଅବହେଳା

ପ୍ରତି କାଯ୍ୟନୁଷ୍ଠାନ ନେବାପାଇଁ ପ୍ରଶାସନ ପାଖରେ ଗୁହାରି କରିବା ସହ ତୁରନ୍ତ କୁସିଅଧିକାରୀ କାଉକୋଇଲି ପଦର କୁ ଆସି ବିନିସି ରୋଗର ପ୍ରତିକାର କରିବା କୁ ସରକାର ଙ୍କ ପାଖରେ ଅଜଣା ବିନିସି ରୋଗ ହୋଇଥିବା ଚାଷୀମାନେ ତଥା ଗଙ୍ଗାଧର ସ୍ୱାଇଁ,ସନ୍ତୋଷ ସାହୁ,ବିଶୁ ସ୍ୱାଇଁ,ମୁରଲୀ ଜେନା,କୁଞ୍ଜ ଜେନା ଙ୍କ ସ୍ତ୍ରୀ , କବି ପ୍ରଧାନଙ୍କ ସହ କିଛି ଚାଷୀ ତୁରନ୍ତ ଆବଶ୍ୟକ କୀଟନାଶକ ପଂହଚାଇବାକୁ ଅନୁରୋଧ କରିଛନ୍ତି।କିନ୍ତୁ ଦେଖିବାକୁ ରହିଲା କେତେଶିଘ୍ର ପ୍ରଶାସନ ଚାଷୀଙ୍କ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସମୟ ନେଉଛି ।

IEC 2 years
Leave A Reply