ବିଶେଷ ସୂଚନା : ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ନିମ୍ନ ୨୨ ଯୋଡ଼ା ବିଶେଷ ଟ୍ରେନ ଚଳାଚଳ ଅବଧିକୁ ୨୦୨୧ ଜୁନ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧିକରିବାକୁ ନିଷ୍ପତ୍ତି
01. ଭୁବନେଶ୍ୱର ରୁ ପ୍ରତି ବୁଧବାର ଓ ରବିବାର ଦିନ ଏବଂ ଆନନ୍ଦ ବିହାର ରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଛାଡୁଥିବା ୦୨୮୧୯/୦୧୮୨୦ ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱର ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଏବଂ ଆନନ୍ଦ ବିହାର ରୁ ଜୁଲାଇ ଦୁଇ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ |
02. ଭୁବନେଶ୍ୱର ରୁ ପ୍ରତି ସୋମବାର ଓ ଗୁରୁବାର ଏବଂ ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସ ରୁ ପ୍ରତି ବୁଧବାର ଓ ଶନିବାର ଦିନ ଛାଡୁଥିବା 02880/02879 ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସ-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱର ଠାରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଓ ଏଲଟିଟି ଠାରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ |
03. 08479/08480 ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ୍ ପ୍ରତ୍ୟେକ ଶନିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ରବିବାର ଦିନ ତିରୁପତିରୁ ଜୁନ ମାସ ୨୭ ତାରିଖ ପର୍ଯ୍ୟନ୍ତ ଛାଡିବ |
04. 02839/02840 ଭୁବନେଶ୍ୱର-ଚେନ୍ନାଇ-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ ଗୁରୁବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଦିନ ଚେନ୍ନାଇରୁ ଜୁନ ମାସ ୨୫ ତାରିଖ ପର୍ଯ୍ୟନ୍ତ ଛାଡିବ |
05. 02845/02846 ଭୁବନେଶ୍ୱର-ବାଙ୍ଗାଲୋର କ୍ୟାଣ୍ଟ-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ ରବିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ମଙ୍ଗଳବାର ଦିନ ବାଙ୍ଗାଲୋର କ୍ୟାଣ୍ଟରୁ ଜୁନ ମାସ ୨୮ ତାରିଖ ପର୍ଯ୍ୟନ୍ତ ଛାଡିବ |
06. 02898/02897 ଭୁବନେଶ୍ୱର-ପୁଡୁଚେରୀ-ଭୁବନେଶ୍ୱର ସାପ୍ତାହିକ ପ୍ରତ୍ୟେକ ମଙ୍ଗଳବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ବୁଧବାର ଦିନ ପୁଡୁଚେରୀରୁ ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ଛାଡିବ |
07. 08496/08495 ଭୁବନେଶ୍ୱର-ରମେଶ୍ୱରମ୍-ଭୁବନେଶ୍ୱର ସାପ୍ତାହିକ ଶୁକ୍ରବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ରବିବାରରେ ରମେଶ୍ୱରାମରୁ ଜୁନ ମାସ ୨୭ ତାରିଖ ପର୍ଯ୍ୟନ୍ତ ଛାଡିବ |
08. 08306/08305 ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସାପ୍ତାହିକ ସାମ୍ବଲପୁରରୁ ପ୍ରତ୍ୟେକ ଶୁକ୍ରବାର ଏବଂ ହାଓଡ଼ାରୁ ପ୍ରତ୍ୟେକ ଶନିବାର ଦିନ ଜୁନ ମାସ ୨୬ ତାରିଖ ପର୍ଯ୍ୟନ୍ତ ଛାଡିବ |
09. 08311/08312 ସମ୍ବଲପୁର-ମାଣ୍ଡୁଆଡିହ-ସମ୍ବଲପୁର ଦ୍ୱି-ସାପ୍ତାହିକ ସ୍ପେଶାଲ ପ୍ରତ୍ୟେକ ବୁଧବାର ଏବଂ ରବିବାର ଦିନ ସମ୍ବଲପୁରରୁ ଏବଂ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ଦିନ ମାଣ୍ଡୁଆଡିହରୁ ଜୁଲାଇ ମାସ ପହିଲା ପର୍ଯ୍ୟନ୍ତ ଛାଡିବ |
10. 08449/08450 ପୁରୀ-ପାଟନା-ପୁରୀ ସ୍ପେଶାଲ ପ୍ରତ୍ୟେକ ସୋମବାର ଦିନ ପୁରୀରୁ ଏବଂ ପ୍ରତ୍ୟେକ ବୁଧବାର ଦିନ ପାଟନା ଠାରୁ ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ଛାଡିବ |
11. 08419/08420 ପୁରୀ-ଜୟନଗର-ପୁରୀ ସ୍ପେଶାଲ ଗୁରୁବାର ଦିନ ପୁରୀରୁ ଏବଂ ପ୍ରତ୍ୟେକ ଶନିବାର ଦିନ ଜୟନଗରରୁ ଜୁନ ମାସ ୨୬ ତାରିଖ ପର୍ଯ୍ୟନ୍ତ ଛାଡିବ |
12. 02827/02828 ପୁରୀ-ସୁରଟ-ପୁରୀ ବିଶେଷ ଟ୍ରେନ ପ୍ରତ୍ୟେକ ରବିବାର ଦିନ ପୁରୀରୁ ଏବଂ ପ୍ରତି ମଙ୍ଗଳବାର ଦିନ ସୁରଟରୁ ଜୁନ ମାସ ୨୯ ତାରିଖ ପର୍ଯ୍ୟନ୍ତ ଛାଡିବ |
13. 02866/02865 ପୁରୀ-ଲୋକମାନ୍ୟ ତିଲକ ଟର୍ମିନସ୍ (LTT) -ପୁରୀ ସାପ୍ତାହିକ ବିଶେଷ ଟ୍ରେନ ପ୍ରତ୍ୟେକ ମଙ୍ଗଳବାର ଦିନ ପୁରୀରୁ ଏବଂ ପ୍ରତ୍ୟେକ ଗୁରୁବାର ଦିନ ଏଲଟିଟି ରୁ ଜୁଲାଇ ମାସ ପହିଲା ପର୍ଯ୍ୟନ୍ତ ଛାଡିବ |
14. 02859/02860 ପୁରୀ-ଚେନ୍ନାଇ-ପୁରୀ ସ୍ପେଶାଲ୍ ରବିବାର ଦିନ ପୁରୀରୁ ଏବଂ ପ୍ରତି ସୋମବାର ଦିନ ଚେନ୍ନାଇରୁ ଜୁନ ମାସ ୨୮ ତାରିଖ ପର୍ଯ୍ୟନ୍ତ ଛାଡିବ |
15. 02851/02852 ବିଶାଖାପାଟନମ୍-ନିଜାମୁଦ୍ଦିନ-ବିଶା
16. ୦୨୮୮୭/୦୨୮୮୮ ବିଶାଖାପାଟନମ୍-ନିଜାମୁଦ୍ଦିନ-ବିଶା
17. 02869/02870 ବିଶାଖାପାଟନମ୍-ଚେନ୍ନାଇ-ବିଶାଖାପା
18. 02857/02858 ବିଶାଖାପାଟନମ୍- LTT- ବିଶାଖାପାଟନମ୍ ସ୍ପେଶାଲ୍ ପ୍ରତି ରବିବାର ଦିନ ବିଶାଖାପାଟନମ୍ ଏବଂ ପ୍ରତ୍ୟେକ ମଙ୍ଗଳବାର ଦିନ LTT ରୁ ଜୁନ ମାସ ୨୯ ତାରିଖ ପର୍ଯ୍ୟନ୍ତ ଛାଡିବ |
19. 08501/08502 ବିଶାଖାପାଟନମ୍-ଗାନ୍ଧୀଧାମ-ବିଶାଖା
20. 07488/07487 ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ସ୍ପେଶାଲ୍ ୩୦ ଜୁନ, 2021 ପର୍ଯ୍ୟନ୍ତ ବିଶାଖାପାଟନମ୍ ଠାରୁ ଏବଂ 1 ଜୁଲାଇ, 2021 ପର୍ଯ୍ୟନ୍ତ କଡପା ଠାରୁ ଛାଡିବ |
21. ୦୨୮୩୧/02832 ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶା
22. ୦୮୪୭୭/୦୮୪୭୮ ପୁରୀ-ଯୋଗ ନଗରୀ ଋଷିକେଶ-ପୁରୀ ସ୍ପେଶାଲ୍ ୩୦ ଜୁନ, 2021 ପର୍ଯ୍ୟନ୍ତ ପୁରୀ ଠାରୁ ଏବଂ 3 ଜୁଲାଇ, 2021 ପର୍ଯ୍ୟନ୍ତ ଯୋଗ ନଗରୀ ଋଷିକେଶ ଠାରୁ ଛାଡିବ |
ଷ୍ଟପେଜଗୁଡ଼ିକର ଅପସାରଣ :
01. 02840/02839 ଚେନ୍ନାଇ-ଭୁବନେଶ୍ୱର-ଚେନ୍ନାଇ ସ୍ପେଶାଲ୍ ଚେନ୍ନାଇରୁ ଏପ୍ରିଲ ୨ ତାରିଖ ଠାରୁ ଏବଂ ଭୁବନେଶ୍ୱରରୁ ଏପ୍ରିଲ ପହିଲା ଠାରୁ ଉଭୟ ଦିଗରୁ ସାମଲକୋଟ ଷ୍ଟେସନ ଠାରେ ରହଣି କରିବ ନାହିଁ |
02. 02898/02897 ଭୁବନେଶ୍ୱର-ପଣ୍ଡିଚେରୀ-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ ଏପ୍ରିଲ୍ ୬ ତାରିଖ ଠାରୁ ଏବଂ ପଣ୍ଡିଚେରୀ ଠାରୁ ଏପ୍ରିଲ ୭ ତାରିଖ ଠାରୁ ଉଭୟ ଦିଗରୁ ଅଣକାପଲ୍ଲୀ ଷ୍ଟେସନରେ ରହଣି କରିବ ନାହିଁ |
03. 08496 ଭୁବନେଶ୍ୱର ରୁମେଶ୍ୱରମ୍ ସ୍ପେଶାଲ୍ ଭୁବନେଶ୍ୱର ଠାରୁ ଏପ୍ରିଲ ୨ ତାରିଖ ଠାରୁ ଏଲୁରୁ ଷ୍ଟେସନରେ ରହଣି କରିବ ନାହିଁ |
04. 08479 ଭୁବନେଶ୍ୱର-ତିରୁପତି ବିଶେଷ ଟ୍ରେନ ଭୁବନେଶ୍ୱର ଠାରୁ ଏପ୍ରିଲ ୩ ତାରିଖ ଠାରୁ ଅଣକାପଲ୍ଲୀ ଏବଂ ଟୁନି ଷ୍ଟେସନରେ ରହଣି କରିବ ନାହିଁ |
ଗୁଡୁର ଷ୍ଟେସନରେ ଟ୍ରେନର ସଂଶୋଧିତ ସମୟ:
01. 02898 ଭୁବନେଶ୍ୱର-ପଣ୍ଡିଚେରୀ ସ୍ପେସିଆଲ୍ ଭୁବନେଶ୍ୱର ଠାରୁ ଏପ୍ରିଲ ୬ ତାରିଖ ଠାରୁ ଏବଂ 08496 ଭୁବନେଶ୍ୱର-ରମେଶ୍ୱରମ୍ ସ୍ପେଶାଲ୍ ଭୁବନେଶ୍ୱରରୁ ଏପ୍ରିଲ ୪ ତାରିଖ ଠାରୁ ଗୁଡୁର ଷ୍ଟେସନରେ ସମୟରେ ସଂଶୋଧିତ ହୋଇଛି | ଉଭୟ ଟ୍ରେନ୍ ସେମାନଙ୍କର ମନୋନୀତ ସେବା ଦିନରେ ଗୁଡୁରରେ ସକାଳ ୫ଘ.୩୩ମି.ରେ ପହଞ୍ଚିବେ ଏବଂ ସକାଳ ୫ଘ.୩୫ମି.ରେ ଛାଡିବେ |