Odisha news

କ୍ଷୁଦ୍ର ଶସ୍ୟ ଜାତୀୟ ଫସଲ ପାଇଁ କୃଷି ଜନତାପତିର ଅନଲାଇନ ପ୍ରଦଶନ

0

ଉଦୟଗିରି (sobu) –  କୃଷି ବିଜ୍ଞାନ କେନ୍ଦ୍ର r ଗଜପତି ଏବଂ AICRP UAE, ଓୟୁଏଟିର ମିଳିତ ପ୍ରୟାସରେ ମାଣ୍ଡିଆ ଓ ସୁଆଁ ଜାତୀୟ ଫସଲ ପାଇଁ ବିକଶିତ ହୋଇଥିବା କୃଷି ଯନ୍ତ୍ରପାତି ଗୁଡିକ ବିଷୟରେ ଭିଡ଼ିଓ କନଫରେନସିଙ୍ଗ ମାଧମରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି I

ଏହି କାଯ୍ୟକ୍ରମରେ AICRP UAE,  ଓୟୁଏଟିର ଗବେଷଣା ମୁଖ୍ୟ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓୟୁଏଟି ନିର୍ମିତ ବିଭିନ୍ନ ଉନତ କୃଷି ଯନ୍ତ୍ରପାତି ଗୁଡିକୁ google meet ମାଧ୍ୟମରେ ପରିଦର୍ଶନ କରଥିଲେ ଓ ବିଭିନ ବଳଦ ଟଣା କୃଷି ଜନତାପତିର  ଆବଶ୍ୟକତା,  କ୍ଷମତା,  ଦକ୍ଷତା, ମୂଲ୍ୟ ଓ ରିହାତି ବିଷୟରେ ଚାଷୀ  ଓ ବିଧିନ୍ନ line ଦିପାର୍ଟମେଣ୍ଟର କର୍ମଚାରୀ ମାନଙ୍କୁ ଅବଗତ କରଥିଲେ  I

ଡିଷ୍ଟ୍ରିଟ millet mission ର ମୁଖ୍ୟ ସ୍ୱରୂପା ନନ୍ଦ, ଏବଂ ଅନ୍ୟାନ NGO ଯଥା CCD, SACAL, SURAKSHYA, SWWS ପ୍ରମୁଖ ଯୋଗ ଦେଇଥିଲେ| କାଯ୍ୟକ୍ରମ କୁ ଇଂ ଦ୍ୱାରିକା ମୋହନ ଦାସ ପରିଚାଳନା କରିଥିଲେ I କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼.  ସଂଗ୍ରାମ ପରମଗୁର ଧନ୍ୟବାଦ ଦେଇଥିଲେ I

Nalco
Leave A Reply