ନୂଆଦିଲ୍ଲୀ : ଆମେ ସ୍ମାର୍ଟ ଫୋନ କୁ ଚାର୍ଜ କରିବା ପାଇଁ ୱୟର ଚାର୍ଜର ର ବ୍ୟବହାର କରିଥାଉ l ଯଦି ଆମେ କାମରେ ବାହାରକୁ କିଛିଦିନ ପାଇଁ ଯାଇଥାଉ ତ ଆମକୁ ଚାର୍ଜର ସାଙ୍ଗରେ ନେଇ ଯିବାପାଇଁ ପଡିଥାଏ l ଅନେକ ସମୟରେ ୱୟର ଚାରଜିଙ୍ଗ ଆମର ମୁଡ଼ ବିଗାଡି ଦେଇଥାଏ ମଧ୍ୟ ଏହାଦ୍ୱାରା ଅନେକ ପ୍ରକାର ଅସୁବିଧାର ସମୁଖୀନ ହେବାକୁ ମଧ୍ୟ ପଡିଥାଏ l ଯେପରିକି ଆଡପଟର ଖରାପ ହେବ ତାର ଛିଡିଯିବା ଇତ୍ୟାଦି l ଏଭଳି ସମସ୍ୟାରୁ ଲୋକ ମାନଙ୍କୁ ଆରାମ ଦେବାପାଇଁ ୱୟରଲେସ ଚାର୍ଜର କୁ ସ୍ମାର୍ଟ ଫୋନ ରେ ବ୍ୟବହାର କରାଯିବ l
