Odisha news

ମହାପ୍ରଭୁଙ୍କ ଲୀଳା : ବାନା ଉଡ଼ିବ ଧବଳ , ବର୍ଷା ହେବ ପ୍ରବଳ

ଆଜି ନୀଳଚକ୍ର ରେ ଲାଗିଛି ଧବଳ ବାନା । ଲୋକକଥା ରହିଛି ବାନା ଉଡ଼ିବ ଧବଳ ବର୍ଷା ହେବ ପ୍ରବଳ । ମହାପ୍ରଭୁ ଙ୍କ ଲଟେରୀ ରେ ଉଠିଥିଲା ଧବଳ ବାନା । ତେଣୁ କାଲି ଧବଳ ବାନା ଲଟେରୀ ରେ ଉଠିବା ପରେ ଏହି ଧବଳ ବାନା ଲଗାଯାଇ ଥିଲା । କାରଣ  ଲଟେରୀ ମାଧ୍ୟମରେ ନୀଳଚକ୍ର ରେ ବାନା ରଙ୍ଗ ନିର୍ଦ୍ଧାରିତ ହୋଇଥାଏ । ବିଶ୍ୱାସ ରହିଛି ଯେ ପ୍ରଭୁଙ୍କ ନିର୍ଦ୍ଦେଶ ରେ ଏହା ନିର୍ଦ୍ଧାରିତ ହୋଇଥାଏ। ପ୍ର ତେ କ୍ଷ ଦର୍ଶି ଙ୍କ ନିକଟ ରୁ ସୂଚନା ମିଳିଛି ଯେ କାଲି ବାନା ଲାଗିବା ପୂର୍ବରୁ ଆକାଶ ସ୍ୱଚ୍ଛ ଥିଲା , ପରେ ଏଠାରେ ବର୍ଷା ଦେଖା ଦେଇଥିଲା ।

IEC 2 years

Comments are closed.