ଆଞ୍ଚଲିକ ଭାଷା ର୍ ସଙ୍କଟ ନେଇ ସାରା ବିଶ୍ୱ ରେ ହୁରି ପଡୁଥିବା ସମୟ ରେ ଓଡ଼ିଆ ସାହିତ୍ୟ କ୍ଷେତ୍ର କୁ ଅର୍ଥାତ ବିଶିଷ୍ଟ ସାହିତ୍ୟିକ ଡା ପ୍ରତିଭା ରାୟ୍ ଙ୍କୁ ପଦ୍ମ ଭୂଷଣ ସମ୍ମାନ ମିଳିବା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଓ ପ୍ରେରଣା ଦେବ। ପ୍ରତିଭା ରାୟ୍ କେବଳ ଏକ ନାଁ ନୁହନ୍ତି ସେ ହେଉଛନ୍ତି ପ୍ରତିଟି ଲେଖକଙ୍କର୍ ଶବ୍ଦ ସମ୍ଭାର ।କବିତା ,ଗଳ୍ପ,ଓ ଉପନ୍ୟାସ୍ ର ଏକ ମିଳିତ ମୁର୍ଛନା।ଯୁବ ପିଢ଼ି ପାଇଁ ତଥା ଏବର୍ ଲେଖକ/ଲେଖିକା ଙ୍କ ପାଇଁ ସେ ହେଉଛନ୍ତି ପ୍ରେରଣା ର ସ୍ରୋତସ୍ଵିନି। ପ୍ରତିଟି ଓଡ଼ିଆ ସାହିତ୍ୟ ପ୍ରେମୀ ଙ୍କର ଘର ଥା କ୍ ରେ ଆଉ କିଛି ଥାଉ କି ନ୍ ଥାଉ,ପ୍ରତିଭା ରାୟ୍ ଙ୍କର “ଜାଙ୍ଗ୍ୟସିନି”, ବର୍ସ-ବସନ୍ତ୍-ବୈସାଖ୍ ,ମୋକ୍ଷ,ଶିଳ୍ପ ପଦ୍ମ ଏହି ବହି ଗୁଡିକ ନିଶ୍ଚିତ ଭାବେ ରହିଥିବ। ପ୍ରତିଭା ରାୟ୍ ଜଗତ ସିଂ ପୁର ଜିଲ୍ଲା ର ବାଲିକୁଦା ଅଞ୍ଚଲର୍ ଅଲକୋଲ ଗାଁ ରେ ଜନ୍ମ ଗ୍ରହଣ କରିଥିଲେ।ସେ ୧୯୪୩ ମସିହା ଜନୁୟାରି ମାସ ୨୧ ତାରିଖ ରେ ଜନ୍ମିତ୍ ପ୍ରତିଭା ରାୟ୍ ୨୩ ଟି ଉପନ୍ୟାସ୍,୨୮ ଟି କ୍ଷୁଦ୍ର ଗଳ୍ପ ସଙ୍କଲନ ,୧୦,ଟି ଭ୍ରମଣ କାହାନି ,୨ ଟି କବିତା ସଂ କଲନ୍,ଓ ଅନେକ ପ୍ରବନ୍ଧ ର ରଚୟିତା। ସାହିତ୍ୟ କୃତି ” ଶିଳ୍ପ ପଦ୍ମ” ପାଇଁ ୧୯୮୬ ରେ ଓଡିଶା ସାହିତ୍ୟ ଏକାଡେମୀ,୨୦୦୦ ରେ କେନ୍ଦ୍ର ସାହିତ୍ୟ ଏକାଡେମୀ,୨୦୦୭ ରେ ପଦ୍ମ ଶ୍ରୀ ସମ୍ମାନ ପ୍ରାପ୍ତ ହୋଇଛନ୍ତି। ଜାତୀୟ ଓ ଅନ୍ତର୍ଜତିୟ୍ ସ୍ତରରେ ପ୍ରସିଧି ଲାଭ କରିଥିବା ଓଡ଼ିଆ ଲେଖିକା ପ୍ରତିଭା ରାୟ୍ ଜ୍ଞାନ ପୀଠ ପୁରସ୍କାର ବିଜେତା ଅଟନ୍ତି। ପ୍ରଥମ ଓଡ଼ିଆ ସାହିତ୍ୟିକ ଜ୍ଞାନ ପୀଠ ପୁରସ୍କାର ରେ ପୁରସ୍କୃତ ହେବା ଚତୁର୍ଥ୍ ଓଡ଼ିଆ ,ପ୍ରଥମ ମହିଳା,ସପ୍ତମ ଭାରତୀୟ ମହିଳା ଲେଖିକା।
୧୯୭୪ ରେ ତାଙ୍କର୍ ପ୍ରଥମ ଉପନ୍ୟାସ୍ “ବର୍ସ-ବସନ୍ତ୍-ବୈସାଖ୍” ପାଠ କିୟ ସ୍ୱୀକୃତି ଲାଭ କରିଥିଲା। ତାଙ୍କ୍ ରଚିତ୍ ” ଜାଙ୍ଗ୍ୟସିନି”-୧୯୮୫ ,ପୁସ୍ତକ ଲାଗି ୧୯୯୦ ମସିହା ରେ ସାରଲା ପୁରସ୍କାର ଓ ୧୯୯୧ ମସିହା ରେ ପ୍ରଥମ ମହିଳା ଭାବ୍ ମୂର୍ତ୍ତି ଭାବେ ” ମୂର୍ତ୍ତି ଦେବି” ପୁରସ୍କାର ଲାଭ କରିଥିଲେ। ପରବର୍ତୀ ସମୟ ରେ ଏହି ପୁସ୍ତକ ଟି ବିଭିନ୍ନ ଭାଷା ରେ ଅନୁବାଦିତ୍ ହେବାସହ୍ ତା’ର୍ ଅନେକ ସଂ ସ୍କରନ ପ୍ରକାଶ ପାଇଁ ପାଠକ ଙ୍କର ଆଦ୍ରୁତ୍ ଲାଭ କରିଛି। ପ୍ରତିଭା ରାୟ ବିଦ୍ୟାଳୟ ରେ ଶିକ୍ଷକ ଭାବେ ନିଜର ବୃତ୍ତି ଜୀବନ ଆରମ୍ଭ କରିଥିଲେ।ପରବର୍ତୀ ସମୟ ରେ ୧୯୯୮ ମସିହା ପ୍ରଧ୍ୟାପକ ପଦ୍ ରୁ ସ୍ଵେଛକ୍ରୁତ୍ ଅବସର ନେଇ ଓଡିଶା ଲୋକ ସେବା ଆୟୋଗ ର ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ।
ଜଣେ ସାରସ୍ଵତ୍ ସାହିତ୍ୟ ସାଧକ ,ଚିନ୍ତସିଲ ବ୍ୟକ୍ତିତ୍ୱ ଭାବେ ବେଶ ଜଣା ସୁନା ଥିଲେ ସେ। ସେ ତାଙ୍କ ବକ୍ତବ୍ୟ୍ ରେ କହିଛନ୍ତି ଯେ ସେ ମାଟି ରେ ବସି ରକ୍ତ ରେ ଲେଖନ୍ତି।ଏହାର ଅର୍ଥ ହେଉଛି ସାଧନା କର,କାହାର କପି କରନାହିଁ,ସାହିତ୍ୟ ଏକ ସମୟ ପାରିତ୍ ବ୍ୟବସ୍ଥା ନୁହଁ,ଏହା ଏକ ବିଶ୍ୱସ୍ତ ସାଧନା,ଏଣୁ ଆଜିର ଯୁବ ପିଢ଼ି କୁ ସେ ପରାମର୍ଶ ଦେଇଛନ୍ତି ଯେ ଯେଉଁମାନେ ଲେଖା ଲେଖି କରୁଛନ୍ତି ହାଲକା ଭାବେ ନିଅ ନାହିଁ।ଗମ୍ଭିର ତାର ସହ ଏହାକୁ ନିଅ ,ସାଧନା କର।ଗମ୍ଭିରତାର୍ ସହ ସାରସ୍ୱତ କୃତି କରି ଚାଲ୍।ଜଣେ ଲେଖକ ସମାଜ କୁ ନେଇ ଲେଖି ଚାଲିଥାଏ,ସେ ତାର ଚାରି ପଟେ ଘୁରି ବୁଲୁ ଥିବା ଚରିତ୍ର୍,ଚତୁପାର୍ସ୍ଵ୍ ରେ ଘଟୁ ଥିବା ଘଟଣା ବଳି ଓ ସମସ୍ୟା କୁ ନେଇ ଲେଖିଚାଲିଥାଏ। ସମସ୍ୟା କୁ ଦେଖି ସମାଧାନ ର ବାଟ ଖୋଜି ବୁଲେ।ଲେଖକ ଙ୍କ ଲେଖାରେ ପ୍ରସ୍ଫୁଟିତ ହୁଏ ଏବଂ ପାଠକ ଙ୍କ ର୍ ମନକୁ ଛୁଏନ୍। ଏବର୍ ଯୁବ ପିଢ଼ି ଭାରି ବୁଧିମାନ୍। ଆଙ୍ଗୁଳି ଆଗରେ ରହିଛି,ସମଗ୍ର ବିଶ୍ୱର ସବିସେସ୍ ତଥ୍ୟ ତଥା ଇଣ୍ଟର ନେଟ ସୁବିଧା। ଏଣୁ ଏ ସବୁକୁ ଗଭୀର ଭାବେ ଅନୁଧ୍ୟାନ କରି ଲେଖନୀ ଚାଲନା କରିବା ବାଞ୍ଛନିୟ୍। ଯେଉଁ ସ୍ଥାନ ସମ୍ପର୍କ ରେ ଲେଖିବାକୁ ମନସ୍ଥ୍ କରୁଛନ୍ତି,ସେଇ ଜାଗାକୁ ଯାଆନ୍ତୁ,ତଥ୍ୟ ସଂଗ୍ରହ କରନ୍ତୁ ତାପରେ ଯାଇ ଲେଖନ୍ତୁ।ଯେଉଁ ସ୍ଥାନ କୁ ଯାଇଛନ୍ତି,ସେଇ ସ୍ଥାନ ର୍ ଏକ ଅଂଶ ହୋଇ ଯାଆନ୍ତୁ,ସେଠାକାର ଚରିତ୍ର୍ ଏକ ଅଙ୍ଗ ହେଇ ଯାଆନ୍ତୁ। ଏକତ୍ଵ୍ ହୋଇ ଯାଆନ୍ତୁ।
ଗୋଟିଏ ଚରିତ୍ର୍,ସମସ୍ୟା,କିମ୍ବା ଘଟଣା ସମ୍ପର୍କ ରେ ଗୋଟିଏ ସ୍ଥାନ ରେ ଗୋଟିଏ ଚୌକି ରେ ବସି ଲେଖିଲେ,ତାହା ହୃଦୟ ଗ୍ରାହି ହୋଇ ନ୍ ଥାଏ।ଲେଖାକୁ ହୃଦୟ ଗ୍ରାହି କରିବାକୁ ହେଲେ ରକ୍ତ ବୁହା ଇ ବାକୁ ପଡିବ। ରକ୍ତ ଖ୍ୟରନ୍ ହେବାକୁ ହେବ,ମାଟି ସହ ନିବିଡ ତା ଆଣିବାକୁ ପଡିବ। ଏଣୁ ତ ସେ କହିଥାନ୍ତି ମାଟି ଉପରେ ବସ,କିନ୍ତୁ କାଳ ଇ ବା ସ୍ୟାହି ରେ ନ୍ ଲେଖି ରକ୍ତ ରେ ଲେଖ ,ଦେଖିବ ଲେଖା କେତେ ସୁନ୍ଦର ହେବ,କେତେ ହୃଦୟ ସ୍ପର୍ଶି ହେବ ଏଥିରେ ତିଳେ ମାତ୍ର୍ ସନ୍ଦେହ ନାହିଁ। ସେ ଥିଲେ ଏକାଧାରରେ ଔପନାସିକ୍ ,ପ୍ରାବନ୍ଧିକ,ଗାଲ୍ପିକ୍,ଲେଖିକା,
ଶତାଧିକ ସଂ ସ୍କରନ୍ ପ୍ରକାଶିତ ହୋଇ ସାରିଛି। ବହୁ ଭାରତୀୟ ତଥା ବିଦେଶୀ ଭାଷା ରେ ତାଙ୍କର୍ ଅନେକ ପୁସ୍ତକ ଅନୁବାଦିତ୍ ହୋଇ ଲୋକ ପ୍ରିୟ ହୋଇ ପାରିଛି। ପୃଥିବୀ,ପରିଚୟ,ପୁନ୍ୟତୋୟା,ଅପରିଚି