Odisha news

ଦାନଗଦି ବ୍ଲକରେ ୭୪ ୱାର୍ଡ ମେମ୍ବର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ, ୧୩ ଟି ୱାର୍ଡରେ ପ୍ରାର୍ଥୀ ପତ୍ର ଦାଖଲ ହୋଇନି

0
ଦାନଗଦି :  ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦି ବ୍ଲକର 23 ପଂଚାୟତରେ 74 ୱାର୍ଡ ମେମ୍ବର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି l    ସେଗୁଡିକ ହେଲା  ଗୋବର୍ଧନପୁର ପଞ୍ଚାୟତର ୱାର୍ଡ ନଂ 3,4,6,78,9 ଚାନ୍ଦିଆ ପଞ୍ଚାୟତର 2, 5 ଓଷ୍ଟାପାଳ ପଞ୍ଚାୟତର 6, 15 କିଆଝର ପଞ୍ଚାୟତର 11, 13  ଚିତ୍ରୀ ପଞ୍ଚାୟତର 10, ରଣାଗୁଣ୍ଡିର 11, 7 ବାଙ୍ଗରକୋଟାର 1,6,7,9,10,13   ମାନତିରାର 1,3,7,9,1011,16କୁମ୍ଭୀରଗାଡ଼ିଆର 1,3,5,6,,9,14 ଓଲ୍ଲଳର 7, ମଙ୍ଗଲପୁର 1,2,3,5,7,10 ସାଲିଜଙ୍ଗର 7 ପଙ୍କପାଳର 1,5,11, 12 ଧୂଳିଗଡ଼ର 5  ତ୍ରିଜଙ୍ଗର 1,5,9 ରାଣୀପଡାର 11,12,13,17 ଉଚ୍ଚବାଲିର 7,12,13,14 ନଡ଼ିଆଭଙ୍ଗାର 7,8,12,13,15 ନଛୀପୁରାର 7  ଯଖପୁରାର 2,4,5,8,9,10,15  ଖପୁରିଆ ପଦାର 1,2,10  ୱାର୍ଡ ମେମ୍ବର ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି l  ସେହିପରି ବିଭିନ ପଞ୍ଚାୟତର 13 ଟି ୱାର୍ଡରେ କେହି ପ୍ରାର୍ଥୀ ପତ୍ର ଦାଖଲ କରି ନାହାନ୍ତି l  ଦାଖଲ ହୋଇ ନ ଥିବା  ୱାର୍ଡ ଗୁଡିକ ହେଲା ଗୋବର୍ଦ୍ଧନ ପୁର ପଞ୍ଚାୟତର ୱାର୍ଡ ନଂ 2, ଚାନ୍ଦିଆ ପଞ୍ଚାୟତର ୱାର୍ଡ ନଂ 4, ଓଷ୍ଟପାଳ ପଂଚାୟତର ୱାରଫ ନଂ 13 ଓ 14,  ବାଙ୍ଗରକୋଟାର ୱାର୍ଡ ନଂ 3, ଶାଳିଯଙ୍ଗା ପଂଚାୟତର ୱାର୍ଡ ନଂ 8, ମଙ୍ଗଳପୁର ପଞ୍ଚାୟତର ୱାର୍ଡ ନଂ 9, ପଂକପାଳ ପଞ୍ଚାୟତର  6, 10, ତ୍ରିଜଙ୍ଗା ପଞ୍ଚାୟତର ୱାର୍ଡ ନଂ 3, ଉଚ୍ଚବାଲି ପଂଚାୟତର ୱାର୍ଡ ନଂ 11 ନଛୀପୁରା ପଞ୍ଚାୟତର ୱାର୍ଡ ନଂ 5  ଏବଂ ଯଖପୁରା ପଂଚାୟତତ ୱାର୍ଡ ନଂ 3  l  ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାରେ ପ୍ରାର୍ଥୀ ପତ୍ର ଚୂଡାନ୍ତ ରିପୋର୍ଟରେ ପ୍ରକାଶ ପାଇଛି l    ଅପରପକ୍ଷରେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଶାଳୀଜଙ୍ଗl ପଂଚାୟତର ୱାର୍ଡ ନଂ 8ର ବାସିନ୍ଦାମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେବା  ଘଟଣା ସାଧାରଣରେ ପ୍ରଶ୍ନବାଚୀ ହୋଇଛି
Govt
Leave A Reply