Odisha news

ପୋଲସରା ପୋଲିସ ର ତୀକ୍ଷଣ ନଜର :ଜୁଆ ଖେଳ ଉପରେ

ପୋଲସରା :17/10/21(ରଞ୍ଜୟ ପାଣିଗ୍ରାହୀ )ପୋଲସରା ବ୍ଲକ ପୋଲସରା ପୋଲିସ ଥାନା ତରଫରୁ ପୂଜା ପାର୍ବଣ କୁ ଆଖି ଆଗରେ ରଖି ପୋଲିସ ନିଜ ଆଡୁ ପେଟ୍ରୋଲିଙ୍ଗ ଚାଲୁ ରଖିଥିବା ବେଳେ ଖବର ପାଇ ରୁମାଗଡଗ୍ରାମର ବଡଦାଣ୍ଡ ସାହି ରେ ଖେଳଉପରେ ଚଢାଉ କରିନେଇଥିଲେ l ଯାହା ଫଳରେ ଉକ୍ତ ସ୍ଥଳ ରୁ 13ଜଣ କୁ ଗିରଫ କରିବା ସହ କେଶ ନଂ 367/21ମାମଲା ରୁଜୁ କରିବା ସହ 34200ଟଙ୍କା ଜବତ ହୋଇଥିବା ପୋଲସରା ଥାନା ଆଇଆଇସି ଜିତେନ୍ଦ୍ରକୁମାର ମଲିକ ସୂଚନା ଦେଇଛନ୍ତି l

Comments are closed.