ପୋଲସରା 11/9/2021(ରଞ୍ଜୟ ପାଣିଗ୍ରାହୀ ) ଆଜି ଗଞ୍ଜାମ ଜ଼ିଲ୍ଲା କୁ ଏକ ଦିନିଆ ପୋଲସରା ବ୍ଲକ କୁ ପଂଚାୟତନିର୍ବାଚନ ଆଗରୁ ମନ୍ତ୍ରୀ ଙ୍କ ଆଗମନସହ ସ୍ଥାନୀୟ ବିଧାୟକ ଙ୍କ ସହ ମିସି ବ୍ଲକର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ, ମନ୍ତ୍ରୀ ପ୍ରଥମେ ପୋଲିସ କରିଡର ସହାୟତା ରେ ଆସି ଡାକ ବଙ୍ଗଳା ଠାରେ ପହଁଚିବା ପରେ ସେଠା ରେ ଉପସ୍ଥିତ ଥିବା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ତାଙ୍କୁ ପୁଷ୍ପମାନ ଦେଇ ସ୍ୱାଗତ କରିଥିଲେ ସେଠା ରୁ ବିଧାୟକ, ମନ୍ତ୍ରୀ ଓ କମ୍ରି , ପ୍ରଶାସନ ସମସ୍ତେ ମିସି ପ୍ରକଳ୍ପ ସ୍ଥଳ କୁ ବାହାରି ଯାଇଥିଲେ l
ପ୍ରଥମେ ବ୍ଲକ ର ହାତୀଓଟ ଠାରେ ବିଦୁତ, ବାଲିଛା ଇ ରେ ଆଳିଆ ସମାଜ କୋଠଘର, ଖଣ୍ଡୁରୁ, କଳମ୍ବ ରେ ପଂଚାୟତ ଓ ପାର୍କ, ବୁଡେଇସୁଣୀ ରେ ସ୍କୁଲ ଘର, ଷୋଡକ ରେ ବିଜୁ କମ୍ପେସ୍କ, ଢୁଙ୍କା ପଡା ରେ ବିଭିନ୍ନ ପ୍ରକଳ୍ପ ସାରି ବଡ ପଂକଳ ବାଡ଼ି ଓ ଚିରିକି ପଡା ଶାସନ ରେ ପ୍ରକଳ୍ପ ସାରି ଡାକବଙ୍ଗଳା ଅଭିମୁଖେ ଫେରିଆସିଥିଲେ l ସେ ଠାରେ କିଛି ସମୟ ରହି ଭୋଜନ ସାରି ଭୁବନେଶ୍ୱର ଫେରି ଯାଇଥିଲି l ଏହି କର୍ଯ୍ୟକ୍ରମ ରେ ପଂଚାୟତ ରୁ ସରପଞ୍ଚ ଓ ସମିତି ମେମ୍ବର ଙ୍କ ସହ କମ୍ରୀ ମାନେ ମିଶି ବିଧାୟକ ଙ୍କୁ ବିଭିନ୍ନ ପଞ୍ଚାୟତ ରେ ସହଯୋଗ କରିଥିଲେ l ଏହି ପ୍ରୋଗ୍ରାମ ଟୀ କୁ ଗୃହ, ଶକ୍ତି, ଶିଳ୍ପ, ଅଣୁ, ବିଭାଗ ର ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟସଙ୍କର ମିଶ୍ର ଆସିଥିବାରୁ ଏହି ବ୍ଲକର ବିଦୂତ, ପୋଲିସି ଓ ବିଭିନ୍ନ ବିଭାଗ ର ଅଫିସର ମାନେ ମନ୍ତ୍ରୀଙ୍କୁ ସହଯୋଗ କରିଥିଲେ l ମନ୍ତ୍ରୀ ଙ୍କ ଆଗମନ କୁ ଦେଖି କମ୍ରୀ ମାନଙ୍କ ଠାରେ ଆଗ୍ରହ ଦେଖି ବାକୁ ମିଳିଥିଲା l
ବାଲିଛାଇ,ଖଣ୍ଡୁରୁ,କଳମ୍ବ,ବୁଢେଇଶୁଣି ଗ୍ରାମର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କୁ ଗୃହ,ଶକ୍ତି,ଶିଳ୍ପ,ଅଣୁ ଓ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ର ଏବଂ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିଛନ୍ତି।ଜନ ପ୍ରତିନିଧି ଉପସ୍ଥିତ ଥିଲେ

Comments are closed.