ପୋଲସରା:(ରଂଜୟପାଣିଗ୍ରାହୀ)ପୋଲସରା ବ୍ଲକ ଅନ୍ତର୍ଗତ ସୋଡ଼କ ଗ୍ରାମରେ ଅରୁଣା ସ୍ୱେଚ୍ଛାସେବୀ ସଂଘଠନ ତରଫରୁ ମାଗଣାରେ ଏଡ୍ସ ,କଫ,କୋରନା ରୋଗୀ ମାନଙ୍କୁ ଚିକିତ୍ସା କରାଯାଇଥିଲା ।କାଯ୍ୟକ୍ରମ କୁ ସୋଡ଼କ ସରପଂଚ ସସ୍ମିତା କୁମାରୀ ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ କରିବା ସହ ଆଲୋଚନା ପାଇଁ ଅଗକୁବଢିବାକୁ କହିଥିଲେ ।ଏହି କାଯ୍ୟକ୍ରମ ରେ ଉକ୍ତ ପଂଚାୟତ ର ସମସ୍ତ ଅଙ୍ଗନବାଡି କର୍ମୀ, ଆଶା,ଙ୍କସହ ଏଡ୍ସ ବିଭାଗରୁ ଅରୁଣା ସ୍ୱେଚ୍ଛାସେବୀ, କଫ ବିଭାଗରୁ ସିନୀୟରଟିଭି ସୁପରଭ।ଇଜର ମନୋଜ କୁମାର ବିଶୋଇ ,କୋରନା ବିଭାଗରୁ ଧୁଙ୍କପଡା ମେଡିକାଲ ର ଡକ୍ଟର ଙ୍କ ସହ ପୋଲସରା ମେଡିକାଲ ଟିମ ଆସି ଉପସ୍ଥିତ ଥିବା ଏଡ୍ସ 120,କଫ120,କୋରନ 50 ଜଣ ଙ୍କୁ ମାଗଣାଔଷଧ ବଣ୍ଟନ କରାଜିଥିଲା ।ଏହି କାଯ୍ୟକ୍ରମକୁ ଅରୁଣା ସ୍ୱେଚ୍ଛାସେବୀ ରବାଳକୃଷ୍ଣ ସାହୁ,ଅନୀଲ ଜେନା,ସତ୍ୟନାରାୟଣ ଦାଶ, ନର୍ମଦା ସାହୁ,ମନୀଷା ସାହୁ,ନିଲୁସେଠୀ,ଶ୍ରଦ୍ଧାଞ୍ଜଳି ସାହୁ ଙ୍କସହ କିରଣ ରାଉତ ଉପସ୍ଥିତ ଥିଲେ।