ପୋଲସରା (ରଂଜୟ ପାଣିଗ୍ରାହୀ)ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ହାଇସ୍କୁଲ ର ସାଇନ୍ସ ଶିକ୍ଷକ ଶ୍ରୀ ନିରାନନ୍ଦ ସାହୁ ସରକାର ଦ୍ଵାରା ପ୍ରଯୋଜିତ ମଧୁଆପ୍ ରେ ଶାଇନ୍ସ ବିଷୟରେ 2019ବର୍ଷ ରେ ଶିକ୍ଷା ଦାନ ଗଞ୍ଜାମ ଜିଲ୍ଲାର ଛାତ୍ର ,ଛାତ୍ରୀ ଙ୍କୁ ଶିକ୍ଷା ଦାନ ଦେଇ ଆସୁଥିବା ବେଳେ ,ବତ୍ରମାନ ଭୂଗୋଳ ବିଷୟରେ ରୀଭୂୟର ଭାବେ ଗଂଜାମ ଜିଲ୍ଲାର ଶିକ୍ଷାଧିକାରୀ ନିୟୋଜିତ କରିଛନ୍ତି ।ଏଣୁ ବିଦ୍ୟାଳୟ ର ପ୍ରାଧାନ୍ ଶିକ୍ଷକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ,ଛାତ୍ରୀ ମାନ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଅଛି ।ବ୍ଲକ ଶିକ୍ଷାଧି କରି ଉକ୍ତ ଶିକ୍ଷକ ତଥା ନିରାନନ୍ଦ ସାହୁ ସ୍ୱାଗତ ଜଣାଇବା ସହ ବ୍ଲକ ପାଇଁ ଏକ ମାତ୍ର ଶିକ୍ଷକ ମଧୁଆପ ରୁ ଯାଇ ପାଠ ପଢ଼ାଇ ରୀଭୂୟର ହୋଇବା ଏହି ବ୍ଲକ ପୋଲସରା ପାଇଁ ଗର୍ଵ ଓଗୌରବ ବିଷୟ ବୋଲି ବିଇଓ ତ୍ରିଲୋଚନ ତ୍ରିପାଠୀ କହିଛନ୍ତି।
