Odisha news

ଚଳିତଥର ପିତୃପକ୍ଷ ରେ ରହିଛି ଅଶୁଭ ସମୟ, ବ୍ରହ୍ମାଣ୍ଡରେ ଘଟିବାକୁ ଯାଉଛି ଏହି ଦୁଇଟି ବଡ଼ ଘଟଣା , କରନ୍ତୁ ନାହିଁ ଏଭଳି କାର୍ଯ୍ୟ 

0
ପିତୃଦଶ ରୁ ମୁକ୍ତି ପାଇଁ ପିତୃପକ୍ଷ କିମ୍ବା ଶ୍ରାଦ୍ଧ ପକ୍ଷ ର ସବୁଠୁ ମହତ୍ଵପୁର୍ଣ ହେଉଛି ୧୬ ଦିନ l ଯାହାର ଆରମ୍ଭ ଭାଦ୍ରବ ପୁର୍ଣିମା ରୁ ହୋଇ ଆଶ୍ୱିନ ଅମାବାସ୍ୟା ରେ ସମ୍ପୂର୍ଣ ହୋଇଥାଏ l ପିତୃପକ୍ଷ ର ୧୬ ଟି ତିଥି ପୂର୍ବଜ ଙ୍କ ପାଇଁ ଶ୍ରାଦ୍ଧ , ତର୍ପଣ ଓ ପିଣ୍ଡଦାନ ର ମହତ୍ୱ ରହିଛି l
ଚଳିତ ବର୍ଷ ପିତୃପକ୍ଷ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି l ଏବଂ ପ୍ରଥମ ଶ୍ରାଦ୍ଧ ୧୮ ସେପ୍ଟେମ୍ବର ରେ କରାଯିବ l ଏବଂ ଅକ୍ଟୋବର ୨ତାରିଖ ରେ ପିତୃପକ୍ଷ ର ସମାପ୍ତି ହେବ l ମାନ୍ୟତା ରହିଛି ଯେ ଏହି ସମୟ ରେ ପୂର୍ବଜ ପୃଥିବୀ ପୃଷ୍ଠକୁ ଆସି ଥାଆନ୍ତି ଏବଂ ତାଙ୍କ ପରିଜନ ଙ୍କୁ ଆଶୀର୍ବାଦ ଦେଇ ଥାଆନ୍ତି l ପିତୃପକ୍ଷ ରେ ଯଦି ପିତୃ ପୁରୁଷ ଙ୍କୁ ପିଣ୍ଡଦାନ କରିବା ଦ୍ୱାରା ପିତୃ ରୂଣରୁ ମୁକ୍ତି ମିଳିଥାଏ l
ଚଳିତଥର ପିତୃପକ୍ଷରେ ଘଟିବ ଏହି ୨ଟି ଘଟଣା –
ପିତୃପକ୍ଷ ର ପ୍ରଥମ ଦିନ ଅର୍ଥାତ ୧୮ ସେପ୍ଟେମ୍ବର ରେ ଭାଦ୍ରବ ପୁର୍ଣିମା ରେ ବର୍ଷର ଦ୍ଵିତୀୟ ଚନ୍ଦ୍ର ଗ୍ରହଣ ଲାଗିବ ,
Leave A Reply