Odisha news

ପିତୃପକ୍ଷରେ ‘ତ୍ରି ଦୋଷ ‘ କଣ ଏବଂ ଏହା କିପରି ଲାଗିଥାଏ

0

ପିତୃପକ୍ଷ ଶ୍ରାଦ୍ଧ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ଓଇ ସାରିଛି, ଏହା ଅକ୍ଟୋବର ୨ତାରିଖ ମହାଳୟା ଅମାବାସ୍ୟା ଦିନ ସମାପ୍ତ ହେବ l ପିତୃପକ୍ଷ ଶ୍ରାଦ୍ଧ ହିନ୍ଦୁ ଧର୍ମରେ ଖୁବ ମହତ୍ଵପୁର୍ଣ ଅଟେ l ଏହି ସମୟ ରେ ପିତୃ ପୁରୁଷ ନିଜ ପରିବାର ବର୍ଗଙ୍କ ସହିତ ରହି ଥାଆନ୍ତି l ଏହି ସମୟ ରେ କୌଣସି ନୂତନ ବସ୍ତ୍ର କିଣିବା ଖୁବ ଅଶୁଭ ହୋଇଥାଏ l ଏବଂ କୌଣସି ଶୁଭ କାର୍ଯ୍ୟ ମଧ୍ୟ କରିବା ଜରୁରୀ ନୁହେଁ l ଶାସ୍ତ୍ର ଅନୁସାରେ ପିତୃପକ୍ଷ ରେ କିଣିବା ଦ୍ୱାରା ପିତୃପୁରୁଷ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

– ପିତୃପକ୍ଷରେ କିଛିଟା ବସ୍ତୁକୁ କିଣିବା ଦ୍ୱାରା ତ୍ରିଦୋଷ ଲାଗିଥାଏ l ଯାହାକି ଜୀବନ ରେ ଅନେକ ଅସୁବିଧାର କାରଣ ହୋଇଥାଏ l ପିତୃପକ୍ଷ ରେ ଝାଡୁ, ଲୁଣ, ସୋରିଷ ତେଲ ଏବଂ ରାଶି କିଣିବା ଦ୍ୱାରା ତ୍ରିଦୋଷ ଲାଗିଥାଏ l

– ତ୍ରିଦୋଷ ଲାଗିବା ଦ୍ୱାରା ଆର୍ଥିକ ଅନାଟନ ଦେଖା ଦେଇଥାଏ ଏବଂ ଜୀବନ ରେ ବାଧାବିଘ୍ନ ମଧ୍ୟ ଦେଖା ଯାଇଥାଏ l ଏବଂ ଆର୍ଥିକ ଅନାଟନ ମଧ୍ୟ ଦେଖାଯାଏ l

– ଯେଉଁ ପରିବାର ଉପରେ ତ୍ରିଦୋଷ ଯୋଗ ରହିଥାଏ ସେଠାରେ ସର୍ବଦା କଳହ ମଧ୍ୟ ଲାଗି ରହିଥାଏ, ଯାହାକି ପରିବାର ଉପରେ ରୋଗ ବ୍ୟାଧିର କାରଣ ହୋଇଥାଏ l

– ପିତୃପକ୍ଷରେ ଏହି ୪ଟି ଜିନିଷ ଘରକୁ ଆଣିବା ଦ୍ୱାରା ପୂର୍ବଜ ଅସନ୍ତୋଷ ହୋଇ ଥାଆନ୍ତି ଏବଂ ପରିବାର ପ୍ରତି ବିପଦ ମଧ୍ୟ ଦେଖା ଦେଇଥାଏ l

– ପିତୃପକ୍ଷ ରେ ସନ୍ଧ୍ୟା ସମୟ ରେ ଘର ଅନ୍ଧାର ରଖିବା ଉଚିତ ନୁହେଁ, ଏହା ଜୀବନ ରେ ତ୍ରିଦୋଷ ର କାରଣ ହୋଇଥାଏ l

Leave A Reply