Odisha news

ପିପିଲି ବ୍ଲକ ଆତ୍ମା କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ

ପିପିଲି-ପିପିଲି ବ୍ଲକ ଆତ୍ମା କାର୍ଯ୍ୟାଳୟ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅନିଲ ଦାସ,ସମ୍ମାନୀତ ଅତିଥି ଭାବେ ଆତ୍ମା ଅଧ୍ୟକ୍ଷ ପିପିଲି ଧରଣୀଧର ସାହୁ,ଜିଲ୍ଲା କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବେହେରା,ବ୍ଲକ କୃଷି ଅଧିକାରୀ ଗିତାରାଣୀ ନନ୍ଦ,ସହକାରୀ କୃଷି ଅଧିକାରୀ ରାକେଶ କୁମାର ରାଉତ,କୃଷି ପରିଚାଳକ,ଆଦର୍ଶ ଫାର୍ମ ପିପିଲି ସଞ୍ଜୟ କୁମାର ବାରିକ,କୃଷି ଅଧିଦର୍ଶକ ଗୋଲଖ କୁମାର ବେହେରା,ବିଟିଏମ୍ ଉମାକାନ୍ତ ଦଳେଇ ପ୍ରମୁଖଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ପରିସରରେ ନଡିଆ,ଗୁଆ ଚାରା ରୋପଣ କରାଯାଇଥିଲା ।

Nalco

Comments are closed.