ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର : ପେନଶନକୁ ନେଇ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା , ଆସନ୍ତୁ ଜାଣିବା ପୁରା ଖବର
ନୂଆଦିଲ୍ଲୀ :ଜନସାଧାରଣଙ୍କ ଅଭିଯୋଗ ପରେ ଓ ପେନ୍ସନ୍ ରାଷ୍ଟ୍ରୀୟଯୋଜନା ଅନୁସାରେ ଆଗକୁ ଆସୁଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ସେବା ମାମଲାରେ ନିୟମିତ କରିବା ପାଇଁ ଅଧିସୂଚନା ଜାରି କରାଯାଇଛି l ଫାଇନାନସିଆଲ ଏକ୍ସପ୍ରେସ ର ଖବର ଅନୁସାରେ ,କେନ୍ଦ୍ର ସରକାରଙ୍କ ଯୋଗ୍ୟତା ପୂର୍ଣ୍ଣ କରୁଥିବା କର୍ମଚାରୀ ମାନଙ୍କୁ ନେସନାଲ ପେନ୍ସନ୍ ସିଷ୍ଟମ କୁ ଛାଡି ପୁରୁଣା ପେନ୍ସନ୍ ସ୍କିମ ଲାଭ ନେବା ପାଇଁ ଛୁଟ ଦେଇଛନ୍ତି l ଏହାର ଲାଭ ମଇ ୩୧ ପର୍ଯ୍ୟନ୍ତ ଉଠା ଯାଇପାରିବ l
ଯୋଗ୍ୟ କର୍ମଚାରୀ ମାନଙ୍କୁ ପୁରୁଣା ପେନ୍ସନ୍ ସ୍କିମର ଲାଭ ଉଠାଇବା ପାଇଁ ମଇ ୫ ତାରିଖ ୨୦୨୧ ସୁଦ୍ଧା ଆବେଦନ କରିପାରିବେ l ଆବେଦନ ନ କରୁଥିବା ସରକାରୀ କର୍ମଚାରୀ ମାନଙ୍କୁ ନେସନାଲ ପେନ୍ସନ୍ ସିଷ୍ଟମ ଅନୁସାରେ ଲାଭ ମିଳି ଚାଲିଥିବ l
ଜାନୁଆରୀ ୧ ତାରିଖ ୨୦୦୪ ରୁ ଅକ୍ଟୋବର ୨୮ ୨୦୦୯ ମଧ୍ୟରେ ନିଯୁକ୍ତି ପାଇଥିବା ଓ CCS ପେନ୍ସନ୍ ନିୟମ ଅନୁସାରେ ସରକାରୀ କର୍ମଚାରୀ ମାନଙ୍କୁ ପୂର୍ବଭଳି ଲାଭ ମିଳୁଥିବ l
କଣ ରହିଛି ଘଟଣା – ଏକ୍ସପର୍ଟ ମାନଙ୍କ ମତରେ ପୁରୁଣା ପେନ୍ସନ୍ ସ୍କିମ NPS ଠାରୁ ଅଧିକ ଲାଭ ଦାୟକ ଅଟେ l ପୁରୁଣା ସ୍କିମ୍ ରେ ଅଧିକ ସୁବିଧା ମିଳୁଛି l ପୁରୁଣା ସ୍କିମ୍ ଅନୁସାରେ ପେନ୍ସନ୍ ସହିତ ତାର ପାଇବାର ମଧ୍ୟ ସୁରକ୍ଷିତ ରହିଥାନ୍ତି l
କାହାକୁ ମିଳିବ ଏହାର ଲାଭ –
ଫାଇନାନସିଆଲ ଏକ୍ସପ୍ରେସ ଅନୁସାରେ ,ଜାନୁଆରୀ ୧ ତାରିଖ ୨୦୦୪ ରୁ ଅକ୍ଟୋବର ୨୮ ତାରିଖ ମଧ୍ୟରେ ପୁରୁଣା ପେନ୍ସନ୍ ପ୍ରଣାଳୀ ଅନୁସାରେ ବିଗତ ସେବା ଗୁଡିକର କାଉଣ୍ଟିଙ୍ଗ ଲାଭ ନ ମିଳିବାରୁ ରାଜ୍ୟ ସରକାର କର୍ମଚାରୀ ଜାନୁଆରୀ ୧ ତାରିଖ ୨୦୦୪ ପରେ ଓ ଅକ୍ଟୋବର ୨୮ ୨୦୦୯ ପର୍ଯ୍ୟନ୍ତ ନିଯୁକ୍ତି ପୂର୍ବରୁ ଭଲାଣ୍ଟିୟର ରିଟାୟାରମେଣ୍ଟ ନେବାପାଇଁ ବାଧ୍ୟ ହେବାକୁ ପଡୁଥିଲା l
ଏଭଳି ମାମଲାରେ କର୍ମଚାରୀ ମାନଙ୍କର ଭଲାଣ୍ଟିୟର ରିଟାୟାରମେଣ୍ଟକୁ ଟେକ୍ନିକାଲ ରିଟାୟାରମେଣ୍ଟ କୁହାଯିବ l ଏଭଳି କର୍ମଚାରୀ ମାନଙ୍କୁ ମଧ୍ୟ ସରକାରୀ ପୁରୁଣା ପେନ୍ସନ୍ ସ୍କିମ୍ ର ଲାଭ ଦିଆଯିବ l ସେମାନଙ୍କୁ ବିଗତ ସେବା ଗୁଡିକର କାଉଣ୍ଟିଙ୍ଗ ଲାଭ ନେବାପାଇଁ ସମସ୍ତ ଜରୁରୀ ଶର୍ତ ପୁରା କରିବାକୁ ପଡିବ l
OPSର ବିକଳ୍ପ ବାଛିବାର ସୁବିଧା ସେହି କର୍ମଚାରୀ ମାନଙ୍କୁ ମିଳିବ ,ଯେଉଁମାନେ ରେଳବାଇ ପେନ୍ସନ୍ ନିୟମ କିମ୍ବା CCS ନିୟମ ,୧୯୭୨ ସହିତ ପୁରୁଣା ପେନ୍ସନ୍ ସ୍କିମ୍ ଅନୁସାରେ ଆଗକୁ ଆସୁଥିବା ଅନ୍ୟ କେନ୍ଦ୍ର ସଂସ୍ଥା କିମ୍ବା CSS ନିୟମ ଭଳି ରାଜ୍ୟ ସରକାରଙ୍କ ବିଭାଗ କିମ୍ବା ସ୍ୱାୟତ୍ତ ସଂସ୍ଥା ରେ ୧ ଜାନୁଆରୀ ୨୦୦୪ ପୂର୍ବରୁ ନିଯୁକ୍ତି କରାଯାଇଥିଲା l
ଏହାପରେ ସେମାନେ କେନ୍ଦ୍ର ସରକାରଙ୍କ ପେନ୍ସନ୍ ବିଭାଗ କିମ୍ବା କାର୍ଯ୍ୟାଳୟ କିମ୍ବା କେନ୍ଦ୍ରୀୟ ସ୍ୱାୟତ୍ତ ସଂସ୍ଥାରେ ନିଯୁକ୍ତି ପାଇଁ ଗତ ଚାକିରୀରେ ଇସ୍ତଫା ଦେଇ ଦେଇଥିଲେ l
ଏହା ପରେ ରାଷ୍ଟ୍ରୀୟ ପେନ୍ସନ୍ ଯୋଜନାର ଅନ୍ତର୍ଗତ ଅନୁସାରେ ଆସୁଥିବା ସମସ୍ତ କେନ୍ଦୀୟ କର୍ମଚାରୀ ମାନଙ୍କୁ DOPPW ର କାର୍ଯ୍ୟାଳୟରେ ଦିଆଯାଇଥିବା ତାରିଖ ୨୬ .୦୮ .୨୦୧୬
ଅନୁସାରେ CCS ପେନ୍ସନ୍ ନିୟମାବଳୀ ଅନ୍ତର୍ଗତରେ ଲାଗୁ ହୋଇଥିବା ନିୟମ ଅନୁସାରେ ସେବା ନିବୃତି ଗ୍ରାଚ୍ୟୁଟି ଓ ମୃତ୍ୟୁ ଗ୍ରାଚ୍ୟୁଟି ର ଲାଭ ମଧ୍ୟ ଦେଇ ଦିଆ ଯାଇଥିଲା l

Comments are closed.