Odisha news

ପାର୍ଲେ-ଜି ବାଣ୍ଟିବ ୩ କୋଟି

0

ବିସ୍କୁଟ ପ୍ୟାକେଟ୍‌ ଲକ୍‌ଡାଉନ୍‌ ଘୋଷଣା ପରଠାରୁ ଲୋକେ ଅତ୍ୟାବଶ୍ୟକ ଜିନିଷ କିଣିବାରେ ବ୍ୟସ୍ତ । ଏଭଳି ଏକ କଠିନ ପରିସ୍ଥିତିରେ ଅତି ଅଭାବୀ ଲୋକଙ୍କୁ ତିନି କୋଟି ବିସ୍କୁଟ୍‌ ପ୍ୟାକେଟ୍‌ ବାଣ୍ଟିବା ନେଇ ଘୋଷଣା କରିଛି ପାର୍ଲେ-ଜୀ । କମ୍ପାନି ତରଫରୁ ପ୍ୟାକେଟ୍‌ଗୁଡ଼ିକୁ ସରକାରୀ ଏଜେନ୍ସିଙ୍କ ପାଖକୁ ପହଞ୍ଚାଯିବ। ଲକ୍‌ଡାଉନ୍‌ ପାଇଁ ବହୁତ ଲୋକଙ୍କ ରୋଜଗାର ମାଧ୍ୟମ ବନ୍ଦ ହୋଇଯାଇଥିବାରୁ କେହି ଖାଲି ପେଟରେ ନ ରହିବା ପାଇଁ ପାର୍ଲେ-ଜି ଏଭଳି ଏକ ପ୍ରୟାସ କରିଛି । ଆଗାମୀ ୩ ସପ୍ତାହ ପର୍ଯ୍ୟନ୍ତ କମ୍ପାନି ପ୍ରତି ସପ୍ତାହରେ ୧ କୋଟି ପ୍ୟାକେଟ୍‌ ବାଣ୍ଟିବ ।

Leave A Reply