Odisha news

ସ୍ୟାଣ୍ଡ ଆନିମେସନରେ ଓଡ଼ିଆ ନବ ବର୍ଷର ଅଭିନନ୍ଦନ

0

ପୁରୀ :ଓଡିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପ୍ରସ୍ତୁତ କରିଛନ୍ତି ସ୍ୟାଣ୍ଡ ଆନିମେସନ । ଏହି ସ୍ୟାଣ୍ଡ ଆନିମେସନରେ ଶ୍ରୀରାମଙ୍କଭକ୍ତ ପରମଭକ୍ତ ହନୁମାନଙ୍କ ଚିତ୍ର ଚିତ୍ରିତ କରିବା ସହିତ ଏହା ମାଧ୍ୟମରେ ଓଡିଶାବାସୀଙ୍କୁ ‘ଓଡିଆ ନବବର୍ଷର ଅଭିନନ୍ଦନ’ ଜ୍ଞାପନ କରିଛନ୍ତି । କରୋନା ରୂପୀ ରାକ୍ଷସ କବଳରୁ ବିଶ୍ୱବାସୀଙ୍କୁ ରକ୍ଷା କରିବା ପାଇଁ ଏହି ଆନିମେସନରେ ଶିଳ୍ପୀ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଜନସାଧାରଣ ଘରେ ରହି ସୁରକ୍ଷିତ ରହିବା ପାଇଁ ମଧ୍ୟ ଶିଳ୍ପୀ ଅନୁରୋଧ କରିଛନ୍ତି ।

Leave A Reply