Odisha news

ଖରିଆର ରୋଡ଼ ଏନ ଏ ସି ପକ୍ଷରୁ ଜୈବିକ ଖତ ପ୍ରସ୍ତୁତି ଓ ବିକ୍ରୀ

ନୂଆପଡା- ୧୧/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ନୂଆପଡା ଜିଲ୍ଲା ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବର୍ଜ୍ୟବସ୍ତୁ ସଂଗ୍ରହ ଏବଂ ତାର ପରିଚାଳନା କରିଛନ୍ତି। ସେହି ବର୍ଜ୍ୟବସ୍ତୁ ର ପ୍ରକ୍ରିୟାକରଣ କରାଯାଇ ପ୍ରସ୍ତୁତ ହୋଉଅଛି ଜୈବିକ ସାର। ଉନ୍ନତ ପ୍ରଣାଳୀର ଜୈବିକ ସାର ବଜାରରେ ବିକ୍ରି ହେବା ସହ ନିଜ ନିଜ ବାଡ଼ି ବଗିଚାରେ ଏହି ସାର ପ୍ରୟୋଗ କରି ବୃକ୍ଷ, ଲତା, ଉଦ୍ଭିଦ ର ପୋଷଣ ଖାଦ୍ୟ ରୂପେ ବ୍ୟବହାର କରି କରିପାରିବେ । ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।

Comments are closed.