Odisha news

ନଦୀ ଘାଟ ରୁ ୬ ଗୋଟି ଟ୍ରାକଟର ରୁ ରୟାଲଟି କାଗଜ ନଥିବା ନେଇ ଜରିମାନ ଆଦାୟ

ନୂଆପଡା- ୧୦/୭ -ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ନଦୀ ଘାଟ ଠାରେ ୬ ଗୋଟି ଟ୍ରାକ୍ଟର ବାଲି ବୋଝେଇ ନେଉଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ୬ ଗୋଟି ଟ୍ରାକ୍ଟର ପାଖରେ ରୟାଲଟି କାଗଜ ନଥିବା ନେଇ ତଦନ୍ତ ବେଳେ ଜଣାପଡିଥିଲା।ଏହି ଚଢ଼ାଉ ଦଳରେ ଖଡ଼ିଆଳ ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ ଏବଂ ରାଜସ୍ବ ନିରୀକ୍ଷକ ଯୋଗ ଦେଇଥିଲେ। ୬ ଗୋଟି ଟ୍ରାକ୍ଟର ରୁ ଜରିମାନା ବାବଦକୁ ୯୦ ହଜାର ୬ ଶହ ୩୦ ଟଙ୍କା ଆଦାୟ ହୋଇଅଛି।

Comments are closed.