ନୂଆପଡା- ୧୦/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳରେ ୨ଟି ପୢଥକ ପୢଥକ ଘଟଣାରେ ୨ଟି ଭିନ୍ନ ଭିନ୍ନ ଗାଁରେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗରେ କୋମନା ପୋଲିସ ଗୋଟିଏ ଘଟଣାରେ ଜଣେ ନାବାଳକ ଏବଂ ଅନ୍ୟ ଘଟଣାରେ ଜଣେ ସାବାଳକ ବିବାହିତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚଳାଣ କରିଛି ।ଦୁଇ ଜଣଙ୍କୁ ପୋକସୋ ଆକ୍ଟରେ ଗିରଫ କରା ଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ଜ୍ୟୋତି ରଞ୍ଜନ ଗଉଡ଼ ପ୍ରକାଶ କରିଛନ୍ତି।
Comments are closed.