Odisha news

ଯୁବକ ଉଦ୍ଧାର।

ନୂଆପଡା- ୧୦/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) କୋମନା ଥାନା ପେଣ୍ତରାବନ ପଞ୍ଚାୟତ ଅଞ୍ଚଳରେ ବୁଲୁ ଥିବା ଜଣେ ଅଜଣା ଯୁବକଙ୍କୁ ସ୍ଥାନୀୟ ସରପଞ୍ଚ ଅମରେଶ ପଟ୍ଟନାୟକ ଉଦ୍ଧାର କରି କୋମନା ପୋଲିସକୁ ହସ୍ତାନ୍ତର କରିଛନ୍ତି । ଯୁବକ ଜଣକ ବରଗଡ ଜିଲ୍ଲା ପଦ୍ମପୁର ଥାନା ମୁଢାପାଲି ଗାଁର କିଶୋର ନାଏକ ବୋଲି ଜଣା ପଡିଛି । କୋମନା ପୋଲିସ ଯୁବକଙ୍କ ପରିବାର ସହ ଯୋଗାଯୋଗ କରିଥିବା ଜଣା ପଡ଼ିଛି ।

Govt

Comments are closed.