Odisha news

ଫାୟାର ଷ୍ଟେସନ୍ ପରିସରରେ ବନ ମହୋତ୍ସବ

ନୂଆପଡା- ୫/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ ): କୋମନା ଫାୟାର ଷ୍ଟେସନ ପରିସରରେ ୭୨ ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ କୋମନା ବିଡିଓ ସଦାଶିବ ଭଦ୍ରା, ଫାୟାର ଷ୍ଟେସନ ମାଷ୍ଟର ଏସ.ଦିଲ୍ଲୀପ କୁମାର, କୋମନା ରେଞର ନରୋତ୍ତମ ମାଝି , ଫରେଷ୍ଟର ଦୁର୍ଯ୍ୟାେଧନ ଦୀକ୍ଷିତ ପ୍ରମୁଖ ଯୋଗଦାନ କରି ବୢକ୍ଷରୋପଣ କରି ଥିଲେ । ବନ ମହୋତ୍ସବ କାର୍ଯ୍ୟକ୍ରମରେ ଫାୟାର ଷ୍ଟେସନ କର୍ମଚାରୀ, ସ୍ଥାନୀୟ ଲୋକେ ଯୋଗଦାନ କରି ଥିଲେ ।

Comments are closed.