Odisha news

ମାଁ ଡଙ୍ଗରଗସେନ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ନୂଆପଡା-୨୬/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ମାଣ୍ତିଆରୁଚା ଗାଁରେ ମାଁ ଡଙ୍ଗରଗସେନ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଯୋଗଦାନ କରି ଥିଲେ । ମାଣ୍ତିଆରୁଚା ବି ଦଳକୁ ହରାଇ କରାଡଙ୍ଗରି ଦଳ ଚମ୍ପିୟନ ହୋଇଛି । ଉଦଯାପନୀ ଉତ୍ସବରେ ଯୁବ କଳାକାର ପ୍ରଦୀପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଥିବା ବେଳେ ସଭାପତି ଗୋକୁଳ ମାଝି, ସଂପାଦକ ଗୌତମ ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଆଖପାଖ ଅଞ୍ଚଳର ସହ ସହ ଖେଳ ପ୍ରେମୀ ଦର୍ଶକ ଫୁଟବଲ ମ୍ୟାଚ ର ଭରପୁର ମଜା ନେଇଥିଲେ।

IEC 2 years

Comments are closed.