ନୂଆପଡା-୩୧/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) : ନୂଆପଡା ଜିଲ୍ଲା କୋମନା ଥାନାରେ କାର୍ଯ୍ୟରତ ଉପ ଆରକ୍ଷୀ ନିରୀକ୍ଷକ ଶ୍ରୀ କ୍ଷମାମଣି ସାହୁ ଆଜି ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । କୋମନା ଥାନାରେ ଆୟୋଜିତ ସ୍ବତନ୍ର ଉତ୍ସବରେ ନୂଆପଡା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ,ଏସଡିପିଓ ଖଡିଆଳ ସନ୍ତକ ଜେନା , ଡିଏସପି ଡିଆଇବି ମନୋରଞନ କହଁର, ଡିଏସପି ଏଚଆରପିସି ବିଜୟ କୁମାର ମୁର୍ମୁ , ଆଇଆଇସି ନୂଆପଡା ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, ଆଇଆଇସି ଖଡିଆଳ କୈଳାଶ ଚନ୍ଦ୍ର ସେଠୀ, ଆଇଆଇସି ଜୋଙ୍କ ଅନିରୁଦ୍ଧ ମୁଦୁଲି , ଆଇଆଇସି କୋମନା ଜୋତିରଞନ ଗୌଡଙ୍କ ସହ ଡାକ୍ତର, ସାମ୍ବାଦିକ, କୋମନା ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । କ୍ଷମାମଣି ସାହୁଙ୍କ ଜୀବନୀ ସଂପର୍କରେ ବକ୍ତାମାନେ ବିଶେଷ ଆଲୋକପାତ କରି ଥିଲେ ।
Comments are closed.