Odisha news

ସିନାପାଲି ବ୍ଲକ ଜିଲ୍ଲାପାଳଙ୍କ ଦ୍ବାରା ପୁରସ୍କୃତ

0
ନୂଆପଡ଼ା – :୧୩/୧ : ନୁଆପଡା ଜିଲ୍ଲା ର ପାଞ୍ଚ ଗୋଟି ବ୍ଲକ ମଧ୍ୟରେ ସିନାପାଲି ବ୍ଲକ ଅନେକ ସରକାରୀ ଜନ କଲ୍ୟାଣକାରୀ ଯୋଜନାରେ ସଫଳତା ରୂପାୟନ ଯୋଗୁଁ ପ୍ରଥମ ସ୍ଥାନ ଅଧିକାର କରିଥିବା ହେତୁ  ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ ଙ୍କୁ ଜିଲାପାଳ ପୁରସ୍କୃତ କରିଛନ୍ତି।  ଗୃହ ଆବାସ ଯୋଜନା , ମନରେଗା ଯୋଜନାରେ ଓ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ର ସଫଳ ରୂପାୟନ କରିବାରେ ସିନାପାଲି ବ୍ଲକ କର୍ମଚାରୀ ଙ୍କ ଅକ୍ଲାନ୍ତ ପରିଶ୍ରମ କରି ସଫଳତା ଆଣି ଥିବା ଯୋଗୁଁ  ଜିଲ୍ଲା ର ପାଞ୍ଚ ଗୋଟି ବ୍ଲକ ମଧ୍ୟରେ ସିନାପାଲି ବ୍ଲକ ପ୍ରଥମ ସ୍ଥାନ ଅଧିକାର କରିଥିବା ରୁ  ଜିଲାପାଳ ଶ୍ରୀମତୀ ସ୍ବାଧା ଦେବ ସିଂ ଙ୍କ ଦ୍ଵାରା ସମ୍ମାନିତ ହୋଇ ବିଡ଼ିଓ ଶ୍ରୀ ନାୟକ ଟ୍ରଫି  ଗ୍ରହଣ କରିଛନ୍ତି।
Nalco
Leave A Reply