Odisha news

75 ତମ ସ୍ବାଧିନତାର ଅମୃତ ମହୋତ୍ସବ ପାଳିତ

0

ନିରାକାରପୁର, ୧୪/୫:  ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବ ବିଦ୍ଯାଳୟ,ସାଧନ ଭବନ କଲେଜ ଛକ, ପାଓ୍ବାର ହାଉସ ନିକଟରେ ତା 10.05.22 ରିଖ ଦିନ ବି.କେ . ଶ୍ରୀମତି ଭଉଣୀଂକ ତତ୍ତ୍ବାବଧାନରେ ସୁଦୂର ରାଜସ୍ଥାନ ମାଉଣ୍ଟ ଆବୁରୁ ଆସିଥିବା ଆର୍ନ୍ତଜାତିକ ଖ୍ଯାତିସମ୍ପନ୍ନ ବକ୍ତା ରାଜଯୋଗିନୀ ବିକେ ଉଷା ଦିଦି, ଭୂବନେଶ୍ବର ସବ୍ ଜୋନ୍ ଇନ ର୍ଚାଜ ରାଜଯୋଗିନୀ ବିକେ ଲୀନା ଦିଦି,ଆସିକା ସାଂସଦ ଶ୍ରୀମତୀ ପ୍ରମିଲା ବିଷୋୟୀ, ଆସିକା ବିଧାୟିକା ମଂଜୁଳା ସ୍ବାଇଁଂକ କର କମଳ ଦ୍ବାରା ସାଧନା ଭବନର ଶ୍ରେଣୀ ଗୃହ ” ପିସ୍ ପ୍ଯାଲେସ ଓ ଆଧ୍ଯାତ୍ମିକ ସଂଗ୍ରଳୟ “ର ଶୁଭ ଉଦ୍ଘାଟନ କରିଥିଲେ ।

ମାଁ ଶତଳାଇ ମଂନ୍ଦିର ପ୍ରାଂଗଣରେ ସମୃଦ୍ଧ ଭାରତ ନିର୍ମାଣରେ ଗୀତା ଗ୍ଯାଁନର ଆବଶ୍ଯକତା ଉପରେ ବ୍ରକୁ ଉଷା ଦିଦି ମାର୍ଗଦର୍ଶନ କରାଇ ଥିଲେ ।ବ୍ର କୁ . ଲୀନା ଦିଦି କଲେଜଛକ ପିସ୍ ପାଲେସର ଉତରାତର ମଂଗଳ କାମନା କରିଥିଲେ ।ଦୀପ ପ୍ରଜ୍ଜ୍ବଳନ କରି ,କେକ୍ କାଟି ଥିଲେ। ମଂଚରେ ବ୍ରକୁ .ବିଜୟ ଭାଇ ( ମାଉଣ୍ଟ ଆବୁ ),ବିକେ.ବାସନ୍ତି ଭଉଣୀ,ମାମି ଭଉଣୀ (ବ୍ରହ୍ମପୁର) ବିକେ . ବିଷ୍ଟୁ ଦିଦି (ବୁଗୁଡା ) ବିକେ .ମିନାଖୀ (ପଲାସ ପୁର )ବିକେ .ସୁଦାମ ଭାଇ ,ବିକେ ସୁବାଷ ଭାଇ , ଶ୍ରୀମତୀ ମଂଜୁଳା ସ୍ବାଇ ପ୍ରମୁଖ ଥିଲେ । ସୁବାସ ଭାଇ ମଂଚ ପରିଚାଳନା କରି ଥିଲେ ।ବିକେ ବନିତା ଭଉଣୀ ,ବିକେ ଶ୍ରୀମତି ଭଉଣୀ ଅତିଥିମାନଂକୁ ଫୁଲ ଚନ୍ଦନ,ଓଡଣୀ, ମୁକୁଟ ପିନ୍ଦାଇ ଥିଲେ ।

ସିଧେଶ୍ବର ଗ୍ରାମର ଅମର ସାର ସ୍ବାଗତ ନ୍ୃତ୍ଯ ତାଂକ ଟିମ ନେଇ କରି ଥିଲେ । ଏହାକୁସାଧନା ଭବନ ଦ୍ବାରା ପରିଚାଳିତ ସମସ୍ତ ଗୀତା ପାଠଶାଳା ର ଭାଇଭଉଣୀ ମାନେ ସହଯୋଗ କରିଥିଲେ ।ଏହା ସହିତଡେଂଗାଉସ୍ତା,ପୋଲସରାର ଭାଇଭଉଣୀ ବିଶେଷ ସେବା ଯୋଗାଇ ଥିଲେ ।ଗଂଜାମ ଜିଲ୍ଲାର ବିକେ ବହୁ ଭାଇଭଉଣୀ ଯୋଗ ଦେଇଥିଲେ । ବ୍ରହ୍ମାଭୋଜନ ର ବ୍ଯବସ୍ଥତା କରାଯାଇଥିଲା

IEC 2 years
Leave A Reply