Odisha news

୩ ଗୋରୁ ଚାଲାଣ ବେଳେ ଉଦ୍ଧାର : ଗାଡ଼ି ଜବତ

0
ନିରାକାରପୁର,୧୪/୩: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ତିନୋଟି ଗୋରୁଙ୍କୁ ଗୋଟିଏ ଟାଟା ମ୍ୟାଜିକ ଗାଡି ନଂ ଓଡି ୦୨ ସିଜେ ୯୬୩୨  ରେ ନିଆ ଯାଉଥିବାବେଳେ ଜଂକିଆ ପୋଲିସ ଗାଡିକୁ ଅଟକାଇ ପଚରାଉଚରା କରିଥିଲେ। ଅତି ନିର୍ଦ୍ଦୟ ଭାବେ ନିଆଯାଉଥିବା ୩ ଟି ଗୋରୁ ମଧ୍ୟରୁ ଗୋଟିକୁ ତାର ମାଲିକ ଜୀମା ଦିଆଯାଇଥିବାବେଳେ ଅନ୍ୟ ଦୁଇଟି କୁ ପୁବୁ ସାହି ଗୋ ଶାଳ।କୁ ପଠାଇ ଦିଆଯାଇଛି। ମାଲିକ ,ଡ଼୍ରାଇଭର ଫେରାର ଅଛନ୍ତି। ଏହି ସଂପର୍କରେ, ଜଙ୍କିଆ  ପି.ଏସ୍ କେସ୍ ନଂ ୧୦୧/୨୪ ପଞ୍ଜିକୃତ ହୋଇଛି ।
Leave A Reply