Odisha news

ନିରାକାରପୁରରେ କୃଷି ଓ କୃଷକର ବିକାଶ ପାଇଁ ବୈଠକ

0
ନିରାକାରପୁର, ୨୨/୧: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଂଚାୟତ କାର୍ଯ୍ୟାଳୟ ଠାରେ କୃଷି ଓ କୃଷକ ର ବିକାଶ ନିମନ୍ତେ କୃଷିବିଭାଗ ତରଫରୁ ଏକ ଆଲୋଚନାଚକ୍ର  ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାରେ   ସରପଞ୍ଚ ଶ୍ରୀମତୀ କାଦମ୍ବିନୀ ବେହେରା, ଜିଲ୍ଲାପରିଷଦ ସଭ୍ୟ. ବିଜୟ କୁମାର ପାଲଟାସିଂହ, ସମିତି ସଭ୍ୟା ଶ୍ରୀମତୀ. ଲୋପାମୁଦ୍ରା ଦାଶ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ, ରବୀନ୍ଦ୍ର କୁମାର ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି, ବିପିନ ଜୟସିଂହ, ଚାଷୀ କମିଟି ସଭାପତି ବିଜୟ ଜୟସିଂହ, ସମ୍ପାଦକ, ଡମ୍ବରୁଧର ପରିଡା. କୋଷାଦକ୍ଷ.. ବିପିନ ରାଉତରାୟ, କୃଷକ ସାଥି. ମଧୁସୂଦନ ପାଟଶାଣୀ ଓ କୃଷି ଗ୍ରାମସେବକ ପ୍ରତାପ ସାହୁ ଯୋଗଦେଇ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ପରିଶେଷରେ ନାଏବସରପଞ୍ଚ ସ୍ଵପ୍ନେଶ୍ଵର ରାଉତରାୟ ଧନ୍ୟବାଦ ଦେଇଥିଲ
Nalco
Leave A Reply