Odisha news

ସହଯୋଗର ବର୍ଷ ପୂର୍ତ୍ତି : ନିରାକାରପୁର ଡ଼ାକ୍ତରଖାନା ଓ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ପରିସର ସଫେଇ ଓ ଖାଦ୍ୟ ବଣ୍ଟନ

0

ନିରାକାରପୁର : ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ ସହଯୋଗ ଅନୁଷ୍ଠାନର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ସରକାରୀ ଡ଼ାକ୍ତରଖାନା ଓ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସକ୍ରିୟ ସଭ୍ୟ ଏଲଆଇସିର ଅଧିକାରୀ ମହେଶ୍ୱର ବେହେରା ଓ ପଞ୍ଚାୟତରାଜ ବିଭାଗର କର୍ମଚାରୀ ନିରଞ୍ଜନ ଦଳେଇ ସହାୟତ କରିଥିବାବେଳେ ସକ୍ରିୟ ସଭ୍ୟ ମାନସ ଚନ୍ଦ୍ର ପଟ୍ଟନାୟକ, କୃପାସିନ୍ଧୁ ପଣ୍ଡା,ଦାଶରଥି ବିଶୋଇ,ମନମୋହନ ନାୟକ, ସନ୍ତୋଷ କୁମାର ରାୟ,ଦାଶରଥୀ ଶ୍ରୀଚନ୍ଦନ,ରମେଶ ଚନ୍ଦ୍ର ପ୍ରଧାନ, ହିମାଂଶୁ ଭୂଷଣ ଚମ୍ପତିରାୟ,ସାଇଶ୍ରୀ ଅନୁରାଗ,ସୁକାନ୍ତ କୁମାର ବେହେରା, ବିଶ୍ୱ ଭୂଷଣ ସାମନ୍ତରାୟ, ଦେବାଷିଶ ବିଶ୍ୱଭୂଷଣ ପାହାଡ଼ାସିଂହ, ସନ୍ତୋଷ କୁମାର ବାରିକ, ବସନ୍ତ କାଣ୍ଡି,ନିଧି କାଣ୍ଡି, ରାଧୁ କାଣ୍ଡି,ପଦିଆ କାଣ୍ଡି, ରବି କାଣ୍ଡି ଓ ବୁଦ୍ଧିଆ କାଣ୍ଡି ପ୍ରମୁଖ ସହଯୋଗ କରିଥିଲେ

Nalco
Leave A Reply