Odisha news

ମୁକ ବଧିର ୧୧ ବର୍ଷ ପିଲ। ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ

0
ନର୍ଲ (Depak Thakur) : କଲାହାଣ୍ଡି ଜିଲ୍ଲା ନର୍ଲ ବ୍ଳକ ଅଧିନସ୍ଥ  ସେରଗଡ଼ ପଞ୍ଚ।ୟତ ସ୍ଥିତ ଉପେର ଗ୍ରାମ ର ଦ୍ରୋଣ ଜାନୀ   ପିତା ଦିନମଣି ଜ।ନୀ ଵୟସ ୧୧ ସେ ଜନ୍ମ ରୁ ମୁକ ଓ ବିଧିର ଅଟେ, ଗତ ଏକ ବର୍ଷ ଆଗରୁ. ଭବାନୀପାଟଣା ମୁଖ୍ୟ ଡ଼ାକ୍ତର ଖାନ। କୁ ସାଟି ପିକେଟ ପାଇଁ ଯାଇଥିଲେ ମାତ୍ର ଡାକ୍ତର ମାଟିଫିକେଟ ଦେବା ପାଇଁ ମନା କରି ଥିଲେ । ଯାଫଳରେ ସେ ସରକାରି ସୁବିଧାରୁ ବଞ୍ଝତ ରହି ଯାଉଛି  ଏହି  ବାବଦ ନେଇ ସ୍ଥାନିୟ ବ୍ଳକ ନର୍ଲ।
ଯାଇ ମଧ୍ୟ  କୌଣସି କାର୍ଯ୍ୟକାରି ହୋଇ ପାରିଲାନାହିଁ  । ଏଣୁ ବିଭାଗୀୟ ଅଧିକାରି ମାନେ ଦୃଷ୍ଟି ଦେଇ ଗରିବ ପିଲ।ର ଦୁଖ ଦୁର କରିବା ପାଇଁ ପରିବାରର ସଦସ୍ୟ ତଥା ଗ୍ରାମବାସି ମାନେ ଅନୁ ରୋଧ ଜପାଇଛନ୍ତି।
Nalco
Leave A Reply