Odisha news

ନର୍ଲା ଠାରେ ନୂତନ ବିଡ଼ିଓଙ୍କ ଯୋଗଦାନ

ନର୍ଲା (ଦୀପକ କୁମାର ଠାକୁର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକରୁ ବିଡ଼ିଓ ବ୍ୟାସଦେବ ବେହେରାଙ୍କ ଅନ୍ୟତ୍ର ବଦଳି ପରେ ନୂତନ ବିଡ଼ିଓ ଭାବେ ଯୁଧିଷ୍ଠିର ନାଏକ ଯୋଗଦାନ କରିଛନ୍ତି।ଶ୍ରୀ ନାଏକ ପୂର୍ବରୁ ଗଜପତି ଜିଲ୍ଲା ରାଇଘର ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟ କରିଥିଲେ। ନୂତନ ବିଡ଼ିଓଙ୍କୁ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ,ଏବିଡିଓ ଦେବେନ୍ଦ୍ର ସାମଲ,ଜିପିଇଓ କ୍ଷୀତିଶ ଚନ୍ଦ୍ର ନାଏକ,ଏଇ ବାସୁଦେବ ମହାରଣା ପ୍ରମୁଖ ସ୍ଵାଗତ ଜଣାଇଛନ୍ତି।
Nalco

Comments are closed.