Odisha news

୨୦୨୪-୨୫ ଆର୍ଥିକ ବର୍ଷରେସର୍ବକାଳିନ ସର୍ବାଧିକ ୫,୩୨୫ କୋଟିର ନିଟ୍ ଲାଭ ସହ୧୬,୭୮୮କୋଟିଟଙ୍କାରମୋଟବ୍ୟବସାୟ

0

ଚତୁର୍ଥତ୍ରୈମାସିକରେସର୍ବକାଳିନସର୍ବାଧିକରେକର୍ଡ ସହ ୨,୦୭୮କୋଟି ଟଙ୍କାର ନିଟ୍ଲାଭ

 ଭୁବନେଶ୍ଵର:କେନ୍ଦ୍ରଖଣିମନ୍ତ୍ରଣାଳୟଅଧିନସ୍ଥନବରତ୍ନଉଦ୍ୟୋଗନ୍ୟାସନାଲଆଲୁମିନିୟମ୍କମ୍ପାନୀଲିମିଟେଡ଼(ନାଲକୋ)ଆର୍ଥିକବର୍ଷ୨୦୨୪-୨୫ରେସର୍ବକାଳିନସର୍ବାଧିକନିଟ୍ଲାଭ ଅର୍ଜନ କରିବାରରେକର୍ଡହାସଲ କରିଛି।ଆଜିରନିର୍ଦ୍ଦେଶକମଣ୍ଡଳୀବୈଠକରେରେକର୍ଡହୋଇଥିବାଆର୍ଥିକ ଫଳାଫଳଅନୁଯାୟୀ, ନାଲକୋ ଆର୍ଥିକ ବର୍ଷ୨୦୨୪-୨୫ରେ ସର୍ବକାଳୀନସର୍ବାଧିକ ୫,୩୨୫କୋଟି ଟଙ୍କାର ନିଟ୍ଲାଭ କରିଏକଐତିହାସିକଆର୍ଥିକମାଇଲଖୁଣ୍ଟହାସଲକରିଛି । ନିଟ ଲାଭ ପୂର୍ବ ଆର୍ଥିକ ବର୍ଷ ତୁଳନାରେ୧୫୮%ବୃଦ୍ଧି ପାଇଛି। ଏଥିସହ,ଆର୍ଥିକବର୍ଷ୨୦୨୪-୨୫ରେ କମ୍ପାନୀ ସର୍ବକାଳିନ ସର୍ବାଧିକ ରେକର୍ଡ ସହ ୧୬,୭୮୮ କୋଟି ଟଙ୍କାର ମୋଟ ବ୍ୟବସାୟ କରିଛି।

ଏଥିସହ,୨୦୨୫ମାର୍ଚ୍ଚରେଶେଷହୋଇଥିବାଚତୁର୍ଥତ୍ରୈମାସିକରେକମ୍ପାନୀରନିଟ୍ଲାଭରେ୧୦୫%ଅଭିବୃଦ୍ଧିଘଟିସର୍ବକାଳିନସର୍ବାଧିକ୨,୦୭୮କୋଟିଟଙ୍କାହୋଇଥିବାବେଳେଆର୍ଥିକବର୍ଷ୨୦୨୩-୨୪ରଚତୁର୍ଥତ୍ରୈମାସରେନିଟ୍ଲାଭ୧୦୧୬କୋଟିଟଙ୍କାଥିଲା।ସେହିପରି,ଚତୁର୍ଥତ୍ରୈମାସିକରେକମ୍ପାନୀ୫,୨୬୮ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ବିଗତ ଆର୍ଥିକବର୍ଷର ଚତୁର୍ଥତ୍ରୈମାସିକରେ ଏହି ପରିମାଣ୩,୫୭୯କୋଟିଟଙ୍କାଥିଲା।

ଆଲୁମିନା ଓ ଆଲୁମିନିୟମ ଦରରେ ବୃଦ୍ଧି ତଥା କମ୍ପାନୀର ସୁସଂଗଠିତକାର୍ଯ୍ୟପ୍ରଣାଳୀ,ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ବିଭିନ୍ନ ସଂପ୍ରସାରଣ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତିଦ୍ଵାରା ନାଲକୋ ଏହାର ସମସ୍ତ ବ୍ୟବସାୟିକ ୟୁନିଟରେ ତଥା ଲାଭ ଅର୍ଜନ କ୍ଷେତ୍ରରେ ଆଶାତୀତ ଅଭିବୃଦ୍ଧି ହାସଲ କରିଛି ।ସୂଚନାଯୋଗ୍ୟ ଯେ, ଏଥିସହ ନାଲକୋ ଆର୍ଥିକ ବର୍ଷ୨୦୨୪-୨୫ରେସର୍ବକାଳୀନସର୍ବାଧିକ୭୬.୪୮ଲକ୍ଷଟନବକ୍ସାଇଟ୍ଉତ୍ତୋଳନ କରିବା ସହ ଘରୋଇ ବଜାରରେ ସର୍ବକାଳୀନସର୍ବାଧିକ୪.୫୫ଲକ୍ଷଟନଧାତୁବିକ୍ରୟ କରିଛି।

ଏହି ଅବସରରେ ସିଏମଡିଶ୍ରୀବ୍ରିଜେନ୍ଦ୍ରପ୍ରତାପସିଂହକହିଛନ୍ତିଯେ,”ଆର୍ଥିକବର୍ଷ୨୦୨୪-୨୫ରତୃତୀୟଏବଂଚତୁର୍ଥତ୍ରୈମାସିକରେକମ୍ପାନୀରଊଲ୍ଲେଖନୀୟ ପ୍ରଦର୍ଶନ କର୍ମଚାରୀଙ୍କପ୍ରତିବଦ୍ଧତାର ପ୍ରତିଫଳନ ଅଟେ। ନାଲକୋ ଏହାର ଦୃଢ଼ଆର୍ଥିକପ୍ରଦର୍ଶନଏବଂବ୍ୟବସାୟିକଅଭିବୃଦ୍ଧି ବଳରେ ଆଜିର ପ୍ରଭାବଶୀଳବଜାରପରିବେଶରେପ୍ରତିଯୋଗିତାମୂଳକମୂଲ୍ୟବଜାୟରଖିବାରେ ସଫଳ ହୋଇପାରିଛି”। ସେ ଆହୁରି ମଧ୍ୟ କହିଛନ୍ତି ଯେ,”ସୁଦକ୍ଷ କର୍ମଚାରୀ ତଥା କାର୍ଯ୍ୟନ୍ଵୟନ ଶୈଳୀରେ ଉନ୍ନତିଫଳରେ କମ୍ପାନୀ ଆଗକୁ ବଢି ପାରିଛି।ଆଲୁମିନିୟମରମୂଲ୍ୟତଥା ନିରନ୍ତର ଚାହିଦାବୃଦ୍ଧିସହନାଲକୋ ଏହାରଅଭିବୃଦ୍ଧିବଜାୟରଖିବାନିମନ୍ତେ ପ୍ରସ୍ତୁତ ରହିଛି”।ଆଲୁମିନାରିଫାଇନେରୀରପଞ୍ଚମଷ୍ଟ୍ରିମ୍ସମ୍ପ୍ରସାରଣ, ପୋଟାଙ୍ଗିବକ୍ସାଇଟ୍ଖଣିକାର୍ଯ୍ୟକ୍ଷମ,ସ୍ମେଲ୍ଟରପ୍ଲାଣ୍ଟଏବଂକ୍ୟାପ୍ଟିଭ୍ପାୱାରପ୍ଲାଣ୍ଟରପ୍ରସ୍ତାବିତସମ୍ପ୍ରସାରଣମାଧ୍ୟମରେକମ୍ପାନୀର ଦୀର୍ଘକାଳୀନଅଭିବୃଦ୍ଧିନିମନ୍ତେପ୍ରତିବଦ୍ଧତାକୁଶ୍ରୀସିଂହଗୁରୁତ୍ୱାରୋପକରିଥିଲେ।ଏହିପଦକ୍ଷେପଗୁଡ଼ିକସ୍ଥାୟୀଏବଂସ୍ଥିରଅଭିବୃଦ୍ଧିପାଇଁଏକଦୃଢ଼ଭିତ୍ତିଭୂମିପ୍ରଦାନକରିବ, ଯାହାବିଶ୍ୱଆଲୁମିନିୟମବ୍ୟବସାୟ କ୍ଷେତ୍ରରେନାଲକୋରସ୍ଥିତିକୁଆହୁରିସୁଦୃଢ଼ ​​କରିବବୋଲି ସେ ମତ ପ୍ରକଟ କରିଛନ୍ତି।

Leave A Reply