Odisha news

ନବରଙ୍ଗପୁର ସାଂସଦ ରମେଶଙ୍କୁ ଅତିରକ୍ତ ଦାୟୀତ୍ବ।

0

ନବରଙ୍ଗପୁର :- ନବରଙ୍ଗପୁର ଜିଲ୍ଲା ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ମାଝୀଙ୍କୁ ଓଡିଶା ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବିନ ପଟ୍ଟନାୟକ ଲୋକ ସେବା ନିମନ୍ତେ ଅତିରିକ୍ତ ଆଦିବାସୀ ବିକାଶ ଓ ସଂଖ୍ୟାଲଘୁ ବ୍ୟାପାରର ନୂତନ ଦାୟୀତ୍ବ ପ୍ରଦାନ କରିଛନ୍ତି। ଏଥିପାଇଁ ଦଳୀୟ କର୍ମୀ ତଥା ବିଭିନ୍ନ ମହଲରୁ ଶୁଭେଛ୍ଛାର ବାର୍ତ୍ତା ଦିଆଯାଉଛି। ଓଡିଶା ରାଜନୀତିରେ ରମେଶ ଚନ୍ଦ୍ର ମାଝୀ ଜଣେ ପ୍ରଭାବଶାଳୀ ନେତା। ତାଙ୍କର ବଳିଷ୍ଠ ନେତ୍ତୃତ୍ବରେ ଜିଲ୍ଲାରେ ବିକାଶର ଧାରା ଓ ଅନେକ ସାମୂହିକ କାର୍ଯ୍ୟରେ ପରିବର୍ତ୍ତନ ସମ୍ଭବ ହୋଈପାରିଛି। ଆଗାମୀ ଦିନରେ ମଧ୍ୟ ଏଭଳି ରହିବ ଏହି ବିଶ୍ବାସ ଜିଲ୍ଲାବାସୀଙ୍କ ମନରେ ରହିଛି।

Govt
Leave A Reply