Odisha news

ସଟ୍‌ଡାଉନରେ ଦ୍ୱୈତ ନଗରୀରେ ଗଡ଼ିବନି ମୋ ବସ୍‌

0

ଭୁବନେଶ୍ୱର, ୫ ଜୁନ  :  ସଟ୍‌ଡାଉନ ପାଇଁ ଦ୍ୱୈତ ନଗରୀରେ ମୋ ବସ୍ ପ୍ରତି ସପ୍ତାହର ଶନିବାର ଓ ରବିବାର ଦିନ ଚାଲିବ ନାହିଁ । କ୍ରୁଡ଼୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ନିୟମ କେବଳ ଜୁନ୍ ମାସ ପାଇଁ ଲାଗୁ ହୋଇଛି ।

Leave A Reply

Your email address will not be published.