Odisha news

ଗଜପତି ଜିଲ୍ଲା ଯୁବ ବିଜେଡ଼ି ଅଧକ୍ଷ ଏସ. ଲିଙ୍ଗରାଜ କରନା ଦ୍ଵାରା ପ୍ରଭବିତ ଲୋକଙ୍କୁ ଅତ୍ୟାଶ୍ୟକୀୟ ସାମଗ୍ରୀ ଓ ମାଷ୍କ ବଣ୍ଟନ

0
ପାରଳଖେମୁଣ୍ଡି:୧୨/୪ : ଗଜପତି ଜିଲ୍ଲା ଯୁବ ବିଜେଡ଼ି ଅଧକ୍ଷ ଏସ. ଲିଙ୍ଗରାଜ କରନା ଦ୍ଵାରା ପ୍ରଭବିତ ଲୋକଙ୍କୁ ଅତ୍ୟାଶ୍ୟକୀୟ ସାମଗ୍ରୀ ଓ ମାଷ୍କ ବଣ୍ଟନ କରିଥିଲେ l ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲୋଡା ଗ୍ରାମପଞ୍ଚାୟତ ର ଜନସାଧାରଣ ଲୋକଡାଉନ୍ ଯୋଗୁଁ କାମଧନ୍ଦା ନପାଇ ଅଭାବ ଅନଟନ ମଧ୍ୟରେ କାଳାତିପାତ କରୁଥିବା ଖବର ପାଇ ଯୁବ ବିଜେଡ଼ି ଅଧକ୍ଷ ଲିଙ୍ଗରାଜ ସେହି ପଞ୍ଚାୟତ ରେ ପହଞ୍ଚି ଗ୍ରାମ ଗ୍ରାମ ବୁଲି ଚାଉଳ, ରେସନ ସାମଗ୍ରୀ, ପନିପରିବା ବାଣ୍ଟିବା ସହ ମହାମାରୀ କରନା ସଂକ୍ରମଣ ରୁ ନିଜକୁ ସୁରକ୍ଷିତ ରଖିବା ନେଇ ଲୋକଙ୍କୁ ବୁଝାଇବା ସହ ମାଷ୍କ୍ ବଣ୍ଟନ କରିଥିଲେ l
Leave A Reply