Odisha news

ମୋଦି ମାସ୍କ

0

ସୁରଟ୍‌ : ସୁରଟ୍‌ର ଏକ ଏନଜିଓ ମାସ୍କ ତିଆରି କରି ଗୁଜରାଟର ବିଭିନ୍ନ ସହରରେ ଲୋକଙ୍କୁ ମାଗଣାରେ ବାଣ୍ଟୁଛି । ଏବେ ସୁଦ୍ଧା ୨୫ ଲକ୍ଷ ମାସ୍କ ମାଗଣାରେ ବାଣ୍ଟିସାରିଲାଣି । ଏ ସଂସ୍ଥା ବିଭିନ୍ନ ମାସ୍କ ତିଆରି କରୁଥିବା ବେଳେ ସେଥିରୁ ଅନ୍ୟତମ ମୋଦି ମାସ୍କ । ମୋଦି ମାସ୍କରେ ପିଏମ୍‌ ମୋଦିଙ୍କ ଫଟୋ ରହିଛି । ତାହା ଖଦି ଓ ସୂତା କପଡ଼ାରେ ତିଆରି ହୋଇଛି । ମୋଦି ଲୋକଙ୍କୁ ମାସ୍କ ପିନ୍ଧିବାକୁ କହିବା ସହ ଅନ୍ୟମାନଙ୍କୁ ସ । ହ । ଯ ୍ୟ କରିବାକୁ କହିଥିବାରୁ ସଂସ୍ଥା ଏଭଳି ମୋଦି ମାସ୍କ ଡ ି ଜ । ଇ ନ ୍‌
କରିଥିବା କ ର ି ଛି । ସେହିପରିେ ଛ । ଟ ପି ଲ । ଙ୍କ ପାଇଁ କାର୍ଟୁନ୍‌ ମାସ୍କ ମଧ୍ୟ ତିଆରି କରାଯାଉଛି। ଅଧିକରୁ ଅଧିକ ଲୋକ ମାସ୍କ ପିନ୍ଧନ୍ତୁ ବୋଲି ବିଭିନ୍ନ ଡିଜାଇନ୍‌ ସହିତ ସ୍ଲୋଗାନ୍‌ ମାସ୍କ ତିଆରି କରୁଛି ଏ ସଂସ୍ଥା ।

Leave A Reply