Odisha news

ପ୍ରତିଦିନ କରନ୍ତୁ ଏହି ୬ଟି କାମ , ମା ଲକ୍ଷ୍ମୀ ସର୍ବଦା ରହିବେ ସନ୍ତୁଷ୍ଟ

0

* ବାସ୍ତୁ ଶାସ୍ତ୍ର ଅନୁସାରେ ନବରାତ୍ରି ସମୟରେ ମହିଳା ମାନେ ଘରର ମନ୍ଦିର ରେ ନିହାତି ଦୀପ ପ୍ରଜ୍ବଳିତ କରିବା ଜରୁରୀ l ମାନ୍ୟତା ରହିଛି ଯେ ଏହି ସମୟରେ ମାତା ଲକ୍ଷ୍ମୀଙ୍କର ଗୃହକୁ ଆଗମନ ହୋଇଥାଏ ଏବଂ ଏପରି ଘର ଧନଧାନ୍ୟ ରେ ପୁର୍ଣ ହୋଇଥାଏ l

* ପ୍ରତିଦିନ ନିଜ ଘରେ କର୍ପୁର ଆଳତୀ ଦୁଇଟି ସମୟ ରେ କରିବା ଜରୁରୀ, ଏହାଦ୍ୱାରା ନକାରାତ୍ମକ ଶକ୍ତି ଘରୁ ଦୁରେଇ ଯାଇଥାଏ ଏବଂ ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ l ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ l

* ଯେଉଁ ଘରେ ଗୁରୁଜନ ମାନଙ୍କର ସମ୍ମାନ କରାଯାଏ ଏବଂ ସେମାନଙ୍କୁ ସ୍ନେହ ଆଦର କରାଯାଇ ସେବା କରାଯାଇଥାଏ ସେଠାରେ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ l କାହିଁକି ନା ମାଲକ୍ଷ୍ମୀ ଏଭଳି କାର୍ଯ୍ୟ ଦ୍ୱାରା ସନ୍ତୁଷ୍ଟ ହୋଇଥାଆନ୍ତି l

* ପ୍ରତିଦିନ ଘରର ଦକ୍ଷିଣ ଦିଗରେ ସୋରିଷ ତେଲ ର ଦୀପ ଜଳନ୍ତୁ ଏହି ଦିଗ ପିତୃପୁରୁଷ ଙ୍କ ଦିଗ ଏବଂ ଏହାଦ୍ୱାରା ପିତୃପୁରୁଷ ଙ୍କ କୃପା ମିଳିଥାଏ ଓ ଜୀବନ ସୁଖମୟ ହୋଇଥାଏ l

* ଯଦି ଆପଣଙ୍କ ଘର ଓ ଆଲମିରା ରୋଷେଇ ଘର ସବୁବେଳେ ଅସଜଡ଼ା ହୋଇ ରହିଥାଏ ତେବେ ଘରେ ନେଗେଟିଭିଟି ବୃଦ୍ଧି ହୋଇଥାଏ l ଏବଂ ଏଭଳି ଘରେ ଲକ୍ଷ୍ମୀ ବାସ କରିବାକୁ ପସନ୍ଦ କରନ୍ତି ନାହିଁ l  ଘରକୁ ସଜାଡି ସଫା ସୁତୁରା ରଖିବା ଜରୁରୀ l

* ଘରର ମୁଖ୍ୟ ଦ୍ୱାରା ଦେଇ ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ, ତେଣୁ ମୁଖ୍ୟ ଦ୍ୱାରା ରେ କଦାପି ଜୋତା ଚପଲ ଅଵ୍ୟଵସ୍ଥିତ ସ୍ଥିତି ରେ ରଖନ୍ତୁ ନାହିଁ, ଏପରି କଲେ ମାତା ଲକ୍ଷ୍ମୀଙ୍କ କ୍ରୁର ଦୃଷ୍ଟି ଆପଣଙ୍କ ପରିବାର ଉପରେ ପଡିଥାଏ l

Leave A Reply