Odisha news

ମଦ ଭେଜ ନା ନନଭେଜ ଜାଣିଛନ୍ତି କି ?

0

ଆଜିକାଲି ମଦ୍ୟପାନ ଗୋଟିଏ ଷ୍ଟାଇଲ ହୋଇ ଯାଇଛି l ସାଙ୍ଗ ମାନଙ୍କ ସହିତ ପାର୍ଟି କରନ୍ତୁ, କିମ୍ବା ଛୁଟିରେ କୌଣସି ସ୍ଥାନକୁ ବୁଲି ଯାଆନ୍ତୁ କିମ୍ବା ଭୋଜି ଭାତ ହେଉ ମଦ୍ୟପାନ କୁ ପ୍ରଥମ ପ୍ରାଥମିକତା ଦିଆଯାଉଛି l ଏହା ଗୋଟିଏ ସାମାନ୍ୟ କଥା ହୋଇ ଗଲାଣି l ବର୍ତମାନ ଏହାକୁ ଲୋକେ ସାମାଜିକ ସମାରୋହ ର ଅଭିନ୍ନ ଅଙ୍ଗ ବୋଲି ଗ୍ରହଣ କରିସାରିଛନ୍ତି l କିନ୍ତୁ ଆପଣ କଣ ଜାଣିଛନ୍ତି ଯେଉଁ ମଦ୍ୟପାନ କରୁଛନ୍ତି ତେହା ଆମିଷ କି ନିରାମିଷ ଅଟେ l ଆସନ୍ତୁ ଆଜି ଆମେ ଏହି ବିଷୟରେ ଜାଣିବା l

ମଦ କୁ ଗୋଟିଏ ଭେଜ କାଟାଗୋରୀ ରେ ରଖା ଯାଇଥାଏ , କିନ୍ତୁ କେତେକ ମାତ୍ରାରେ ଏହା ଆମିଷ ଅଟେ l ଯଦି ଆପଣ ଯେଉଁ ବିୟର ପିଉଛନ୍ତି ତାହା ନନଭେଜ କାଟାଗୋରି ରେ ସାମିଲ କରାଯାଇ ଥାଏ l ଅନେକ ଗୁଡିଏ ରିପୋର୍ଟ ଅନୁସାରେ କୁହାଯାଇଛି ଯେ ବିୟର ପ୍ରସ୍ତୁତ ପାଇଁ ଇଞ୍ଜିଙ୍ଗଗ୍ଲାସ ର ଉପଯୋଗ କରାଯାଇ ଥାଏ l ବିୟର ପ୍ରସ୍ତୁତ କରୁଥିବା କମ୍ପାନୀ ଗୁଡିକ ଯେଉଁ ଇଂଜିଙ୍ଗଗ୍ଲାସ ର ବ୍ୟବହାର କରନ୍ତି ତାହା ମାଛର ବ୍ଲେଡର ରେ ମିଳିଥାଏ l ତେଣୁ ବିୟର କୁ ଆମିଷ ବୋଲି କୁହାଯାଇ ଥାଏ l

Leave A Reply