Odisha news

ବୁଗୁଡ଼ାରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ

0

ବୁଗୁଡ଼ା : ତା ୦୭/୧୦/୨୨ :  ବୁଗୁଡ଼ା ଅଞ୍ଚଳରେ ଚଳିତ ବର୍ଷ ମା’ ଗଜଲକ୍ଷ୍ମୀ କୁମାର ପୂର୍ଣ୍ଣିମାରୁ ପୂଜା ପାଇଆସୁଥିବା ବେଳେ ଆଜି ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହାଇସ୍କୁଲ ଛକ ଏବଂ ବଡଦାଣ୍ଡ ସାହିରେ ଆୟୋଜିତ ଗଜଲକ୍ଷ୍ମୀ ମେଢର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ବାଦ୍ଯ ବାଜଣା ଓ ନାନା ବେଶ ପଟୁଆରରେ ସହ ବାଣ ଫୁଟାଇ ମା’ଙ୍କୁ ଶୋଭାଯାତ୍ରାରେ ବିଦାୟ ଦେଇ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା ।

Nalco
Leave A Reply