ଏମିତିରେ ପ୍ରେମ କରିବାର ଅନେକ ଉପାୟ ରହିଛି , କିନ୍ତୁ ଚୁମ୍ବନ ଦେବାକୁ ସବୁଠୁ ଭଲ ଉପାୟ ଭାବରେ ଗ୍ରହଣ କରାଯାଇଛି l ଶାରୀରିକ ବନ୍ଧନ ଆପଣଙ୍କ ସମ୍ପର୍କକୁ ମଜବୁତ କରିବା ସହିତ ଭାବନାତ୍ମକ ଭାବରେ ମଧ୍ୟ ଯୋଡ଼ିଥାଏ l ପ୍ରତ୍ୟକ ବ୍ୟକ୍ତିଙ୍କର ଚୁମ୍ବନ କରିବା ମାଧ୍ୟମ ଅଲଗା ଥାଏ l ଯେ କୌଣସି ସମ୍ପର୍କରେ ପ୍ରେମକୁ ଜାହିର କରିବା ପାଇଁ ଚୁମ୍ବନ କରିବା ଗୋଟିଏ ଭଲ ମାଧ୍ୟମ ଭାବରେ ଗ୍ରହଣ କରାଯାଇଥାଏ l
କିଏ ଅତ୍ୟାଧୁନିକ ଷ୍ଟାଇଲରେ ଚୁମ୍ବନ ଦେଇଥାଏ ତ ଆଉ କିଏ ସାଧାରଣ ଭାବରେ ଲିପି କିସ କରେ କିନ୍ତୁ ଖୁଵ କମ ଲୋକ ଜାଣିଛନ୍ତି ଚୁମ୍ବନ କରିବା ଦ୍ୱାରା ଗମ୍ଭୀର ରୋଗର ଶିକାର ହୋଇ ପାରନ୍ତି l
ଆସନ୍ତୁ ଜାଣିବା କେଉଁ ପ୍ରକାରର ଚୁମ୍ବନରେ କେଉଁ ରୋଗ ହବାର ସମ୍ଭାବନା ରହିଛି l
ଇଂଲଫ୍ଲୁଏଞ୍ଜା ଭାଇରସ -ଏହି ରୋଗରେ ସଂକ୍ରମିତ ବ୍ୟକ୍ତି ସାହାଯ୍ୟରେ ସଂକ୍ରମଣ ହୋଇପାରେ l ଏହି ରୋଗ ସେତେବେଳେ ହୋଇଥାଏ ଯେତେବେଳେ କୌଣସି ବ୍ୟକ୍ତିକୁ କାଶ ଛିଙ୍କ ଥଣ୍ଡା ଇତ୍ୟାଦି ଲଗାତାର ରହିଥାଏ l ଏହି ରୋଗର ଲକ୍ଷଣ ମାଂସପେଶୀରେ ଯନ୍ତ୍ରଣା ,ମୁଣ୍ଡବିନ୍ଧା ,ଗଳାରେ ଯନ୍ତ୍ରଣା ଓ ଜ୍ୱର ସାମିଲ ରହିଛି l ତେଣୁ ଏହି ରୋଗର ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ମାନଙ୍କ ଲାଳ ସଂପର୍ଶରେ ଆସିବା ଉଚିତ ନୁହେଁ l
ହର୍ପିସ -ହର୍ପିସ ରୋଗ ଚୁମ୍ବନ ମାଧ୍ୟମରେ ବ୍ୟାପି ପରେ ଏହା ଏକ ଜୀବାଣୁ ସଂକ୍ରମଣ ରୋଗ ଅଟେ ,ଯାହା ଦ୍ୱାରା ମୁହଁର ଆଖପାଖରେ ଦାଗ ପଡିଥାଏ l
ମେଁଜାଇଟିସ -ଚୁମ୍ବନ ମାଧ୍ୟମରେ ମେଁଜାଇଟିସ ରୋଗ ବ୍ୟାପି ପରେ l ଏହି ରୋଗର ଲକ୍ଷଣ ହେଲା ବେକ ହାଡ଼ରେ ଯନ୍ତ୍ରଣା ,ଜ୍ୱର ଓ ମୁଣ୍ଡବିନ୍ଧା ଇତ୍ୟାଦି l
ପାଟିର ବିଭିନ୍ନ ରୋଗ -ଯଦି ଆପଣଙ୍କର ପାର୍ଟନରଙ୍କର ମୁଖ ଗହ୍ବରରେ କୌଣସି ସମସ୍ୟା ରହିଛି ତେବେ ଚୁମ୍ବନ ଦ୍ୱାରା ଏହା ଆପଣଙ୍କୁ ମଧ୍ୟ ହୋଇପାରେ l ଚୁମ୍ବନ କରିବା ଦ୍ୱାରା ମୁଖ ଗହ୍ୱରର ଜୀବାଣୁ ବ୍ୟାପି ଯାଇଥାଏ l ତା ଦ୍ୱାରା ଅନେକ ପ୍ରକାରର ଅସୁବିଧା ହେବାର ସମ୍ଭାବନା ଥାଏ l