Odisha news

ପଞ୍ଚସଖା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

0

କେନ୍ଦୁଝର :  ଯୋଡ଼ା ବ୍ଲକ ଅନ୍ତର୍ଗତ ବିଲେଇପଦାଠାରେ ଥିବା ଟାଟା ଷ୍ଟିଲ ଲଙ୍ଗପ୍ରଡକସ୍ ଲିମିଟେଡର ଉଦ୍ୟେଗିକ ସାମାଜିକ ଦାୟିତ୍ଵବେଧ ବିଭାଗର  ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଞ୍ଚସଖା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଦେଓଝର,କଣ୍ଡା,ବିରି କଳା, ଅଂସେଇକଳା ଏବଂ ଚମକପୁର ଗ୍ରାମ ପଞ୍ଚାୟତର କ୍ରିକେଟ ଦଳକୁ ନେଇ ଏହା ଗତ୨୧-୧୧-୨୨୨ଠାରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଛି। ଏହି କ୍ରିଡ଼ା ସପ୍ତାହ ବାପି ଚାଲିଥିଲା ଏବଂ ଏହି ଫାଇନାଲ ଖେଳରେ ବିରି କଳା ଓ ଚମକପୁର ଗ୍ରାମ ପଞ୍ଚାୟତର ଖେଳାଳି ମାନେ ଚିତ୍ତାକର୍ଷକ କ୍ରୀଡା ପ୍ରଦର୍ଶନ କରି ବିରି କଳା ଗ୍ରାମ ପଞ୍ଚାୟତ ଚମ୍ପିୟାନ ହୋଇଥିଲା କମ୍ପାନୀ ପକ୍ଷରୁ ଉଭୟ ଦଳର ଖେଳାଳୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ବିରି କଳା ଏବଂ ଚମକପୁର ଜି.ପିର ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଉଦଯାପନ ଉଦ୍ଯଯାପନି ଉସ୍ରବରେ କମ୍ପାନୀର ସିନିୟର୍ ଜେନେରାଲ ମ୍ୟାନେଜର ଶ୍ରୀ ମଣିକାନ୍ତ ନାୟକ ଯୋଡ଼ା ବ୍ଲକର ୨୮ନଂ ଜିଲ୍ଲା ପରିଷଦ ସଭ୍ୟ ଡମ୍ବରୁଧର କୁଦାଦାଃଣ ବିରି କଳା ଜି.ପିର ସମିତି ସଭ୍ୟ ଗ୍ୟାନରଞ୍ଜନ ଖୁଣ୍ଟିଆ ଶ୍ରମିକ ସଂଗଠନର ସଂପାଦକ ବିଶ୍ଵନାଥସିଂ ଖୁଣ୍ଟିଆ,ବିଲେଇପଦା ଅଞ୍ଚଳର ବିଶିଷ୍ଟ ଯୁବସମାଜ ସେବି ଅମିତ କୁମାର ପଲେଇ ଯୋଗଦାନ କରି କୃତି ପ୍ରତିଯୋଗୀ ଓ ଦଳକୁ ପୁରସ୍କାର ବିତରଣ କରିଥିଲେ।

Ad2
Leave A Reply