Odisha news

କାଳୀ ପୁଜା ଏବଂ ଅର୍ଶ ମହୋତ୍ସବ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରା ସୁବିଧା

0

କେନ୍ଦୁଆପଦା ଷ୍ଟେସନରେ ଚାରୋଟି ଟ୍ରେନର ସାମୟିକ ରହଣି ବ୍ୟବସ୍ଥା, ସାମୟିକ ଭାବେ ସାତୋଟି ଟ୍ରେନର ରହଣି ସମୟ ବୃଦ୍ଧି | ଯାତ୍ରୀମାନଙ୍କ ସୁବିଧା ତଥା ଚାହିଦାକୁ ଦୃଷ୍ଟିରେ ରଖି କାଳୀ ପୂଜା ଏବଂ ଅର୍ଶ ମହୋତ୍ସବକୁ ଦୃଷ୍ଟିରେ ରଖି ଭଦ୍ରକ ନିକଟ କେନ୍ଦୁଆପଦା ଷ୍ଟେସନରେ ସାମୟିକ ଭାବେ ଚାରିଟି ଟ୍ରେନର ରହଣି ପ୍ରଦାନ କରିବା ଏବଂ ସାତୋଟି ଟ୍ରେନର ରହଣି ସମୟ ବୃଦ୍ଧି କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି ।

Nalco
Leave A Reply