Odisha news

କେନ୍ଦ୍ରାପଡା : କଜଳା-ଶ୍ୟାମସୁନ୍ଦରପୁର ରାସ୍ତା ର ଅବସ୍ଥା ଶୋଚନୀୟ

0

କେନ୍ଦ୍ରାପଡା-୧୩/୦୬ କେନ୍ଦ୍ରାପଡା ସହରକୁ ସଂଯୋଗ କରୁଥିବା କଜଳା- ଶ୍ୟାମସୁନ୍ଦରପୁର ରାସ୍ତାଟି ଅତି ଶୋଚନୀୟ ହୋଇ ପଡିଛି । କେନ୍ଦ୍ରାପଡା ପୋରଂଚଳ ଅନ୍ତର୍ଗତ ୨୧ ନଂ ୱାର୍ଡ କେଳା ସାହି ଠାରୁ ଚଣ୍ଡିଖୋଲ-ପାରାଦ୍ୱୀପ ରାସ୍ତାକୁ ସଂଯୋଗ କରୁଥିବା ଏହି ରାସ୍ତାଟି ମରଣଯନ୍ତା ପାଲଟିଛି ।

ଅଣ ଓସାରିଆ ଏହି ରାସ୍ତାର ବିଭିନ୍ନ ଯାଗାରେ ଖାଲଖମା ଭର୍ତୀ ହୋଇଥିବା ବେଳେ କେତେକ ସ୍ଥାନରେ ଏହି ମୁଖ୍ୟ ରାସ୍ତାକୁ କାଟି ଲୋକ ନିଜ ଘରକୁ ରାସ୍ତା ସଂଯୋଗ କରିଛନ୍ତି । ନିଜର ଚାରି ଚକିଆ ଯାନକୁ ଘରକୁ ଗଡାଇବା ପାଇଁ ମୁଖ୍ୟ ରାସ୍ତାଟିକୁ କାଟିବା ଫଳରେ ରାସ୍ତାଟି ମରଣଯନ୍ତା ପାଲଟିଛି । ତୁରନ୍ତ ଏହି ରାସ୍ତା ମରାମତି କରିବା ପାଇଁ ଦାବି ହୋଇଛି ।
ସଟଡାଉନ ର ପ୍ରଭାବ,

Leave A Reply

Your email address will not be published.