ମଣ୍ଡି: ଆଜି ଭୋଟ ଗଣତି ଥିବା ବେଳେ ସାରା ଦେଶରେ ବିଜେପିର ଦବଦବା ଦେଖିବାକୁ ମିଳିଛି। ଅନେକ ରାଜ୍ୟରେ ବିଜେପି ଆଗେଇ ଥିବା ବେଳେ ହିମାଚଳର ମଣ୍ଡି ଆସନର ଲୋକସଭା ପ୍ରାର୍ଥୀ କଙ୍ଗନା ରାଣାୱତ୍ ୭୦ହଜାର ଭୋଟରେ ଆଗରେ ରହିଛନ୍ତି। ପ୍ରଥମ କରି ସେ ନିର୍ବାଚନ ଲଢ଼ୁଥିବା ବେଳେ ଏତେ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
