ନୂଆଦିଲ୍ଲୀ : ଟୋକିଓ ଅଲମ୍ପିକ୍ସ ୨୦୨୦ରେ ଭାରତର କମଲ ପ୍ରୀତ କୌର ଡିସ୍କସ ଥ୍ରୋ ରେ ଷଷ୍ଠ ସ୍ଥାନ ହାସଲ କରି ଭାରତ ପାଇଁ ଗୌରବ ଆଣିଛନ୍ତି । ପଦକ ହାସଲ କରିବାରୁ ନିବୃତ ରହିଥିଲେ ମଧ୍ୟ ଏହା ଭାରତ ପାଇଁ ଗୌରବର ବିଷୟ । ଉଭୟ ପୁରୁଷ ଓ ମହିଳା ମାନଙ୍କ ଦ୍ଵାରା ପ୍ରଦର୍ଶିତ କରାଯାଇଥିବା ଏହି
ଡିସ୍କସ ଥ୍ରୋ ଇଭେଣ୍ଟ ରେ ଏହା ସବୁଠୁ ଶ୍ରେଷ୍ଠ ପ୍ରଦର୍ଶନ । କୃଷ୍ଣା ପୁନିଆ ସପ୍ତମ ସ୍ଥାନ ହାସଲ କରିଛନ୍ତି ।
ପୁରୁଷ ବର୍ଗରେ ବର୍ତ୍ତମାନ୍ ସୁଦ୍ଧା ଉନ୍ନତ ପ୍ରଦର୍ଶନ କରିଥିବା ବିକାସ ଗୌଡ଼ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି । ବର୍ତ୍ତମାନ୍ ପର୍ଯ୍ୟନ୍ତ ଡିସ୍କସ
ଥ୍ରୋ ଇଭେଣ୍ଟ ରେ ଅଲମ୍ପିକ୍ସ ରେ ମହିଳା ଓ ପୁରୁଷ ଦୁଇଟି ବର୍ଗ କୁ ମିଶାଇ କମଲ ପ୍ରୀତ କୌର ଙ୍କ ର ବର୍ତ୍ତମାନ୍ ପର୍ଯ୍ୟନ୍ତ ସବୁଠୁ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ।
Comments are closed.