Odisha news

ଶତାୟୁ ମହିଳା ଙ୍କ ପରଲୋକ

0
କାକଟପୁର 13/6 କାକଟପୁର ବ୍ଲକ ଅନ୍ତର୍ଗତ ଓଥକା ଗ୍ରାମ ପଞ୍ଚାୟତ ନରଣପୁର(ଭାଲିଆପାଟଣା) ଗ୍ରାମର ଶତାୟୁ ମହିଳା ଇନ୍ଦ୍ରମଣୀ ସାହୁ(103)ଙ୍କର ଗତ ଶନିବାର ଦିନ ନିଜ ବାସଭବନରେ ପରଲୋକ ହୋଇଯାଇଛି l ସେଜଣେମିଷ୍ଠ ଭାସୀ,ଧର୍ମପରାୟଣା ସମାଜସେବୀ ମହିଳା ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିବାବେଳେ  ବିଭିନ୍ନ ଧର୍ମାନୁଷ୍ଠାନ ସହ ଜଡିତ ଥିଲେ l ତାଙ୍କ ମୃତ୍ୟୁ ନିକଟରେ ପୁତ୍ର ଭୁବନାନନ୍ଦ, ବ୍ରହ୍ମାନନ୍ଦ,ବିଷ୍ଣୁଚରଣ,ପୁତ୍ରବଧୂ ଝିଅ, ଜ୍ୱାଇଁ, ନାତି ନାତୁଣୀ ପରିବାର, ବନ୍ଧୁବର୍ଗ ଗ୍ରାମବାସୀ ଉପସ୍ଥିତ ଥିଲେ l ତାଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ତାଙ୍କର ପାର୍ଥୀବ ଶରୀର ଏକ ଶୋଭାଯାତ୍ରା ରେ ଯାଇ ଗ୍ରାମ ସ୍ମଶାନ ରେ ଦାହ କରାଯାଇଥିଲା l
ଜ୍ୟଷ୍ଠ ପୁତ୍ର ଭୁବନାନନ୍ଦ ମୁଖାଗ୍ନି ଦେଇଥିଲେ l

Leave A Reply