Odisha news

କରୋନା ଯୋଦ୍ଧାଭାବେ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧନା

0

ଯାଜପୁର:  କରୋନା ଯୋଦ୍ଧା ଭାବେ ବରିଷ୍ଠ ସାମ୍ବାଦିକ ତଥା ଉକ୍ରଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି, ଆଜି ବ୍ୟାସନଗର ସ୍ଥିତ ନଟ ରାଜ ହୋଟେଲ ପରିସରରେ ପତ୍ରିକା କଳିଙ୍ଗନଗର ବୁଲିଟିନ ସମ୍ପାଦକ ହାରାଧନ ବାନାଜୀଙ୍କ ସଭାପତିଙ୍କ ସଭାପତିରେ ମୁଖ୍ୟ ଅତିଥି ଭାବେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ବ୍ୟାସନଗର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତି ଓ ବାର୍ତ୍ତା ସମ୍ପାଦକ ଶରତ ପଥୋଲ, ସହ-ସମ୍ପାଦକ ରବି ନାରାୟଣ କର ଅତିଥି ଭାବେ ଯୋଗଦେଇ ଉକ୍ରଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରି ହର ସ୍ୱାଇଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି, ସେହିପରି ବିଭିନ୍ନ ବର୍ଗର ପ୍ରତିଭା ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି

Leave A Reply