Odisha news

ଭାରତ ବ୍ୟବହାର କରୁଥିବା ଏୟତ ଡିଫେନ୍ସ ସିଷ୍ଟମ କେଉଁ ଗୁଣରେ ପାକିସ୍ତାନ ଠାରୁ ଉନ୍ନତ

0

ପାକିସ୍ତାନ ଦ୍ୱାରା ଭାରତର ୧୫ ଟି ସହର ଉପରେ ଏୟାର ଷ୍ଟ୍ରାଇକ ହେଲା ଏବଂ ଏହାକୁ ନକାମ କରିଥିଲା ଭାରତୀୟ ବାୟୁ ସେନା ଓ S -400 ଏୟାର ଡିଫେନ୍ସ ସିଷ୍ଟମ , S -400 କୁ ଭାରତ ସୁଦର୍ଶନ କବଚ ସାବିତ ହୋଇଛି, ଯାହାକି ଶତ୍ରୁ ର ପ୍ରତ୍ୟେକ ଆକ୍ରମଣ କୁ ବିଫଳ କରିବାକୁ ସକ୍ଷମ ଅଟେ l
ଅପରେସନ ସିନ୍ଦୁର -1 ରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଓ ପିଓକେ ରେ ଆତଙ୍କବାଦୀ ଆଡା କୁ ନଷ୍ଟ କରିବା ପାଇଁ ହେମର , ସ୍କାଳ୍ପ ଓ ଅନ୍ୟ କ୍ଷେପଣାସ୍ତ୍ର ଦ୍ୱାରା ଉପଜିଗ କରାଯାଇଥିଲା l ଏହି ଅପରେସନ ରେ S -400 ଭାରତୀୟ ବାୟୁ କ୍ଷେତ୍ର ର ରକ୍ଷା ରେ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥିଲା , ଏହି ପ୍ରଣାଳୀ ର ସମସ୍ତ ପ୍ରକାରର ଆକ୍ରମଣ କୁ ଅଟକାଇବା ସକ୍ଷମ ଅଟେ l ପାକିସ୍ତାନ ର ଆକ୍ରମଣ କୁ ନଷ୍ଟ କରିବାକୁ ଏସ-400 ପୁନର୍ବାର ନିଜର ଶକ୍ତି ଦେଖାଇ ଥିଲା l ଏହି ପ୍ରଣାଳୀ ଦ୍ୱାରା ଶତ୍ରୁ ପକ୍ଷର ଡ୍ରୋନ କୁ ଧ୍ବଂସ କରିପାରିବ l ଭାରତର କୌଣସି ସହର ଏହି ଆକ୍ରମଣ ରେ ଧ୍ବଂସ ହୋଇପାରିବ ନାହିଁ l ପାକିସ୍ତାନ ର HQ -9 ଚୀନ ରୁ ଅଣାଯାଇଥିଲା , ଏବଂ ଭାରତର S -400 କୁ ରୁଷ ରୁ ଅଣାଯାଇଥିଲା l HQ – 9 ଏୟାର ଡିଫେନ୍ସ ସିଷ୍ଟମ ଚୀନ ପ୍ରସ୍ତୁତ କରିଛି , ଏହାର ଆରମ୍ଭ ଚୀନ ରୁ ୨୦୦୧ ରୁ ଆରମ୍ଭ ହୋଇଥିଲା, ଯେବେକି ଭାରତ ରୁଷ ନିକଟରୁ ଆଣିଥିବା ଏୟାର ଡିଫେନ୍ସ ସିଷ୍ଟମ ୨୦୦୭ ରେ ପ୍ରସ୍ତୁତ ହୋଇଥିଲା l

Leave A Reply