Odisha news

ଭାରତରେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ବିବାହର ପ୍ରଥମ ସପ୍ତାହ ନବ ବଧୂ ଯେଉଁଠି ଉଲଗ୍ନ ରହି ଥାଆନ୍ତି , ଆସନ୍ତୁ ଜାଣିବା

0

ଭାରତର ସମସ୍ତ ରାଜ୍ୟରେ ରୀତିନୀତି ସମ୍ପୂର୍ଣ ଅଲଗା ଅଟେ l କେଉଁଠି ବିବାହ ପରେ ଡ୍ରେସ ଫାଡ଼ିବାର ଟ୍ରାଡିସନ ରହିଛି ତ , ଆଉ କେଉଁଠି ବରକନ୍ୟା ଙ୍କୁ ଗୋଟିଏ କୋଠରୀ ରେ ବନ୍ଦ କରି ରଖିବାର ରୀତିନୀତି ରହିଛିତ ଆଉ କେଉଁଠି ଶାଶୁ ଘରେ କନ୍ୟାଙ୍କୁ ଟମାଟୋ ମାଡ଼ କରି ସ୍ୱାଗତ କରାଯାଇ ଥାଏ l ଦେଶର ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ରୀତିନୀତି ପାଳନ କରାଯାଇ ଥାଏ ଏହା ଆମେ ଜାଣିଚୁ l କିନ୍ତୁ ଆଜି ଆମେ ଗୋଟିଏ ସମ୍ପୂର୍ଣ ଅଲଗା ରୀତିନୀତି ବିଷୟରେ ଜାଣିବା l ଭାରତର ସମସ୍ତ ସ୍ଥାନରେ ବିବାହ କାର୍ଯ୍ୟ ଖୁବ ଧୁମ ଧାମରେ ପାଳିତ ହୋଇଥାଏ l ଏହାଛଡା ଭାରତୀୟ ବିବାହ ର ସବୁଠୁ ବଡ଼ ଅଂଶ ହେଉଛନ୍ତି ବରକନ୍ୟା ଏବଂ ଏମାନେ ମାନୁଥିବା ରୀତିନୀତି l ଏଥି ମଧ୍ୟରୁ କିଛି ରୀତିନୀତି ବିବାହ ସମୟ ରେ ତ ଆଉ କିଛି ବିବାହ ପରେ ପାଳନ କରାଯାଇ ଥାଏ l

ଆଜି ଭାରତର ସେହି ଗ୍ରାମ ବିଷୟରେ ଜାଣିବା ଯେଉଁଠି ବିବାହର ପ୍ରଥମ ସପ୍ତାହ ରେ ନୂଆ ବୋହୁ କୌଣସି ପୋଷାକ ପିନ୍ଧି ନଥାଏ l ଏହି ସମୟ ରେ ସ୍ୱାମୀ-ସ୍ତ୍ରୀ ଉଭୟ ଉଭୟଙ୍କୁ ଥଟା ମଜା ମଧ୍ୟ କରି ଥାଆନ୍ତି l ଏବଂ ଉଭୟଙ୍କୁ ଦୂରେଇ କି ମଧ୍ୟ ରଖାଯାଇ ଥାଏ l

ହିମାଚଳ ପ୍ରଦେଶ ର ମାଣିକର୍ଣ୍ଣ ଘାଟି ର ପିଣୀ ଗ୍ରାମର ଏହି ପରମ୍ପରା ଆଜି ମଧ୍ୟ ପାଳନ ହେଉଛି l ଏହା ବ୍ୟତୀତ ବର ପାଇଁ ମଧ୍ୟ କିଛିଟା ନିୟମ ରହିଛି l ହିମାଚଳ ର ପିଣୀ ଗ୍ରାମ ରେ ବିବାହ ପରେ କେବଳ କନିଆଁ କୁ ବିନା ବସ୍ତ୍ର ରେ ରହି ଥାଏ l ବୋହୁ ମାନେ ଏହି ସମୟ ରେ କେବଳ ଉଲ ରେ ତିଆରି ହୋଇଥିବା ପଟି ପିନ୍ଧି ଥାଆନ୍ତି l

ଏଠାରେ ଶ୍ରାବଣ ମାସ ରେ ପାଞ୍ଚଦିନ ମହିଳା ପୁରୁଷ କିଛିଟା ନିୟମ ପାଳନ କରି ଥାଆନ୍ତି l ଯେଉଁଠି ମହିଳା ମାନେ ୫ଦିନ କୌଣସି ବସ୍ତ୍ର ପିନ୍ଧି ନଥାଆନ୍ତି l ଏବଂ ପୁରୁଷ ମାନେ ୫ଦିନ ପର୍ଯ୍ୟନ୍ତ ମଦ୍ୟ ପାନ କରନ୍ତି ନାହିଁ l ଏବଂ ବିବାହ ର ପ୍ରଥମ ସପ୍ତାହରେ ପୁରୁଷ ମାନେ ମଧ୍ୟ ମଦ୍ୟପାନ କରନ୍ତି ନାହିଁ l କୁହାଯାଇ ଥାଏ ଯେ ଯଦି ବର ବଧୂ ଏହି ନିୟମ କୁ ମାନି ଥାଆନ୍ତି ତେବେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l

Leave A Reply