Odisha news

୨୦୨୩ ପର୍ଯ୍ୟନ୍ତ ଗୁଗଲ ର ଏହି ଆପ i phone ଓ ଆଣ୍ଡ୍ରଏଡ ଫୋନ୍ ରେ ବନ୍ଦ୍ ରହିବ

0
ନୂଆଦିଲ୍ଲୀ : ଗୁଗଲ ଗୋଟିଏ ସର୍ଚ୍ଚ ଇଞ୍ଜିନ ଭଳି କାର୍ଯ୍ୟ କରିଥାଏ । ଏହାଛଡା ଗୁଗଲ ପକ୍ଷରୁ ଅନେକ ଗୁଡ଼ିଏ ସ୍ମାର୍ଟ ଫୋନ୍ ପାଇଁ ସ୍ମାର୍ଟ ଆପ ମଧ୍ୟ ତିଆରି କରିଛି । ଏହି ଆପ ଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ଆମେ ରାସ୍ତା ଖୋଜୁଥିବା ଆପ । କିନ୍ତୁ ଏହି ଆପ ଟି ଦୁନିଆର ସମସ୍ତ ଙ୍କ ପାଇଁ ଖୁବ୍ ଗୁରୁତ୍ଵ ପୂର୍ଣ୍ଣ ଆପ ଅଟେ । କିନ୍ତୁ ଗୁଗଲ ପକ୍ଷରୁ ଏହି ଆପ ବନ୍ଦ୍ ହେବାକୁ ଯାଉଛି । ଏହି ଆପ ଗୁଗଲ ମ୍ୟାପ ନୁହେଁ , ଏହା ହେଉଛି ଗୁଗଲ ଷ୍ଟ୍ରିଟ୍ ଭ୍ୟୁ ଆପ ବିଷୟରେ କହୁଛୁ । ଏହା ଗୁଗଲ ର ଷ୍ଟେଣ୍ଡଆଲୋନ ଷ୍ଟ୍ରିଟ୍ ଭ୍ୟୂ ଆପ ଅଟେ
ଯାହାକି ଆଗାମୀ ଦିନରେ ଆପଣଙ୍କ ଷ୍ଟୋର ରୁ ହଟାଇ ଦିଆଯିବ । ଆସନ୍ତୁ ଜାଣିବା କାହିଁକି ଏହି ଆପ କୁ ବନ୍ଦ୍ କରିଦିଆ ଯିବ । ଗୁଗଲ ଷ୍ଟ୍ରିଟ୍ ଭିୟୁ ଅନୁସାରେ ସୂଚନା ମିଳିଛି ଯେ କିଛି ସମୟ ପୂର୍ବରୁ ଷ୍ଟ୍ରିଟ୍ ଭୀୟୁ ଆପ କୁ ଗୁଗଲ ମ୍ୟାପ ରେ ଇନଟ୍ରୋଡ୍ୟୁସ୍ କରି ଦିଆ ଯାଇଛି । ଏହି କାରଣରୁ ବର୍ତ୍ତମାନ୍ ଗୁଗଲ ଷ୍ଟ୍ରିଟ୍ ଭିୟୂ ଆପ ର କୌଣସି ଅର୍ଥ ନାହିଁ ।
Nalco
Leave A Reply